thumbnail

By

Published : Sep 13, 2022, 10:38 PM IST

Updated : Feb 3, 2023, 8:27 PM IST

ETV Bharat / Videos

No humanity: ଆତ୍ମହତ୍ୟା କଲେ ଯୁବକ, ଭିଡିଓ କଲେ ଲୋକେ

ବେଙ୍ଗାଲୁରୁ: ଟେକ୍ନୋଲୋଜି ଓ ଶିକ୍ଷିତ ହାର ବୃଦ୍ଧି ହେଉଥିବା ବେଳେ ଲୋକଙ୍କ ହ୍ରାସ ହେଉଛି ମାନବିକତା । କର୍ଣ୍ଣାଟକ ବିଜୟନଗରରେ ଏହା ପ୍ରମାଣିତ ହୋଇଛି । ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ରୋକିବା ପରିବର୍ତ୍ତେ ଉପସ୍ଥିତ ଲୋକ ଭିଡ଼ିଓ ସୁଟିଂ କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ୫୦ର ରାସ୍ତାକଡ଼ରେ ଥିବା ଏକ ଇଲେକ୍ଟ୍ରିକ ପୋଲ୍‌ରେ ୨୫ ବର୍ଷୀୟ ମଞ୍ଜୁନାଥ ଦୌଡ଼ି ଦେଉଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି ଏବଂ ଲୋକମାନେ ଏହାର ଭିଡ଼ିଓ ଉତ୍ତୋଳନ କରି ଶେଷରେ ସୋସିଆଲ ମିଡ଼ିଆରେ ଅପଲୋଡ ମଧ୍ୟ କରିଛନ୍ତି । ତେବେ ତାଙ୍କର ମୃତ୍ୟୁ ହୋଇଛି ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.