ସାମାନ୍ୟ କଥାରୁ ବଚସା, ମଲ୍‌ରେ ୨ ମହିଳାଙ୍କ ଭିତରେ ମାରପିଟ୍‌

By

Published : Nov 6, 2022, 9:15 AM IST

Updated : Feb 3, 2023, 8:31 PM IST

thumbnail
ମୁଜାଫରନଗରର ଏକ ମଲ୍‌ରରେ ୨ ଯୁବତୀଙ୍କ ମଧ୍ୟରେ କଳହ । ତେବେ ଏହି କଳହ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଝିଅଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଯେ ଉଭୟ ଝିଅ ମଲ୍କୁ କିଛି ସପିଂ କରିବାକୁ ଯାଇଥିଲେ । ଯେଉଁଠାରେ କିଛି ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଉଭୟ ମହିଳା ଉଭୟଙ୍କ ଚୁଟି ଘୋଷାଡ଼ି ତଳେ ଗଡ଼ି ମାଡ଼ଗୋଳ କରିଥିଲେ । ଯଦିଓ ଇଟିଭି ଭାରତ ଏହି ଭାଇରାଲ୍ ଭିଡିଓକୁ ନିଶ୍ଚିତ କରେ ନାହିଁ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.