thumbnail

By

Published : Sep 11, 2022, 9:00 PM IST

Updated : Feb 3, 2023, 8:27 PM IST

ETV Bharat / Videos

ବର୍ଷା ସତ୍ତ୍ବେ ଲୋୟର ପିଏମଜିରେ ଗର୍ଜିଲେ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ବର: ଚୁକିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ । ବର୍ଷା ସତ୍ତ୍ବେ ବହୁସଂଖ୍ୟକ ଚୁକ୍ତିଭିତ୍ତିକ କର୍ମଚାରୀ ଛତା ଧରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସରକାର ତୁରନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଲାଗି ସେମାନେ ଦାବି କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.