ଆଉ ଇଞ୍ଚେ ଜମି ଛାଡିବୁ ନାହିଁ: ବିଧାୟକ ସୁର ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ପୁରା ଜଟଣୀ ନିର୍ବାଚନ ମଣ୍ଡଳୀର 90 ଭାଗ ଜମି ଓଣ ଓଡିଆଙ୍କୁ ବିକ୍ରି କରିଦେଲେଣି ରାଜ୍ୟ ସରକାର । ଆଉ ଇଞ୍ଚେ ଜମି କାହାକୁ ଦେଲେ ସ୍ଥିତି ଭୟଙ୍କର ହେବ । ଆନ୍ଦୋଳନ ଯୋରଦାର ହେବ । ଆମ ଖେଳ ପଡିଆ, ମେଲଣ ପଡିଆ ନେଇଗଲେଣି । ଆଉ ଛାଡିବୁ ନାହିଁ । ଆମର ଆନ୍ଦୋଳନ ଷ୍ଟାର୍ଟ ହୋଇଗଲାଣି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛୁ । ଯଦି ଆଉ ଜମି ବିକ୍ରି ହୁଏ ଆମ ଛାଡିବୁ ନାହିଁ । ଆଜି ବିଧାନସଭାରେ ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।
Last Updated : Feb 3, 2023, 8:33 PM IST