Gujarat Assembly polls: ଗ୍ୟାସ୍‌ ସିଲିଣ୍ଡର ନେଇ ଭୋଟ ଦେବାକୁ ଗଲେ କଂଗ୍ରେସ ବିଧାୟକ

By

Published : Dec 1, 2022, 12:07 PM IST

Updated : Feb 3, 2023, 8:34 PM IST

thumbnail
ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ଏହାରି ଭିତରେ ଆଜି କଂଗ୍ରେସ ବିଧାୟକ ଅଭିନବ ଉପାୟରେ ଭୋଟ ଦେବାକୁ ଯାଇଥିବା ଦେଖିବାକୁ ମିଳିଛି । ଇନ୍ଧନର ମାତ୍ରଧିକ ଦର ବୃଦ୍ଧି ଉପରେ ଗୁରୁତ୍ବାରୋପ କରି ବିଧାୟକ ପରେଶ ଧନାନି(Congress MLA Paresh Dhanani) ଭୋଟ୍‌ ଦେବାକୁ ଯାଇଛନ୍ତି । ଏକ ସାଇକେଲର ପଛପଟେ ଏକ ଗ୍ୟାସ ସିଲିଣ୍ଡର ବାନ୍ଧି ଭୋଟ ଦେବାକୁ ଯାଇଛନ୍ତି । ବିଜେପି ସରକାରଙ୍କ ବିଫଳତା ଯୋଗୁଁ ଗ୍ୟାସ୍‌ ଓ ଇନ୍ଧନ ମାତ୍ରାଧିକ ବୃଦ୍ଧି ପାଇଛି ବୋଲି କହିଛନ୍ତି ଧନାନି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.