ଗୋଟିଏ ଦିନରେ ୧୮ ବୈଠକ, ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି କହିଲେ ନବୀନ

By

Published : Sep 15, 2022, 5:02 PM IST

Updated : Feb 3, 2023, 8:28 PM IST

thumbnail
ଭୁବନେଶ୍ବର: ମୁମ୍ବାଇରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ଓ ମେକ ଇନ୍ ଓଡିଶା 2022 ସଂସ୍କରଣରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ନବୀନ ଗୋଟିଏ ଦିନରେ ୧୮ ବୈଠକ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଏତେ ବୈଠକ କରିବା ପରେ ସେ ଥକି ଯାଉନାହାଁନ୍ତି । ଶୁଣନ୍ତୁ ଏହାର ଉତ୍ତରରେ କଣ କହିଲେ ମୁଖ୍ୟମନ୍ତ୍ରୀ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.