Etv Bharat ରେ ଜର୍ମାନ ରାଷ୍ଟ୍ରଦୂତ, କହିଲେ ଅରୁଣାଚଳ ପ୍ରଦେଶ ନେଇ ଚୀନର ଦାବି ଆପତ୍ତିଜନକ - ଭାରତରେ ଜର୍ମାନର ନୂଆ ରାଷ୍ଟ୍ରଦୂତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16237354-994-16237354-1661854533891.jpg)
ନୂଆଦିଲ୍ଲୀ: ଚୀନ ଅରୁଣାଚଳ ପ୍ରଦେଶକୁ ତାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ଲଜ୍ଜାଜନକ ବୋଲି କହିଛନ୍ତି ଭାରତରେ ଜର୍ମାନୀର ନୂତନ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଫିଲିପ ଆକ୍ରେମାନ (Philipp Ackermann) । ନୂଆଦଲ୍ଲୀରେ ପହଞ୍ଚିବା ପରେ ତାଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦାତା ଚନ୍ଦ୍ରକଳା ଚୌଧୁରୀ । ସେ ପୂର୍ବରୁ ମଧ୍ୟ ଭାରତରେ ଜର୍ମାନୀକୁ ପ୍ରତିନିଧିତ୍ବ କରି ସାରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଜର୍ମାନ ଓ ଭାରତ ସମ୍ପର୍କ ବେଶ୍ ସୁଦୃଢ ହୋଇଛି ବୋଲି ମଧ୍ୟ ମତ ରଖିଛନ୍ତି । ଦେଖନ୍ତୁ ପୁରା ସାକ୍ଷାତକାର
Last Updated : Feb 3, 2023, 8:27 PM IST