thumbnail

Diwali in Bhubaneswar slum: ରଙ୍ଗୀନ ଆଲୋକରେ ଆଲୋକିତ ରାଜଧାନୀ ବସ୍ତି ଅଞ୍ଚଳ, ବାଣ ଫୁଟାଇଲେ ବସ୍ତି ପିଲାଏ

By

Published : Oct 24, 2022, 10:29 PM IST

Updated : Feb 3, 2023, 8:30 PM IST

ଭୁବେନଶ୍ବର: ଆଜି ଆଲୋକର ପର୍ବ ଦୀପାବଳି । ରାଜଧାନୀ ବସ୍ତି ଅଞ୍ଚଳରେ ବି ଏହାର ଝଲକ ଦେଖିବାକୁ ମିଳିଛି (Bhubaneswar slum children burst crackers )। ଭଳିକି ଭଳି ବାଣ ଫୁଟାଇ ଦୀପାବଳି ପାଳୁଛନ୍ତି ବସ୍ତି ଅଞ୍ଚଳର ପିଲାଏ । ଛୋଟଛୋଟ ପିଲାମାନେ ଝୁରୁଝୁରି, କୁମ୍ପି ବାଣ ଫୁଟାଇ ଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ରଙ୍ଗୀଲ ଆଲୋକରେ ଆଲୋକିତ ହୋଇଛି ପୂରା ବସ୍ତି ଅଞ୍ଚଳ । ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ମଧ୍ୟ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.