ଦୀପାବଳି ପାଇଁ ସଜେଇ ହୋଇଛି ବଦ୍ରିନାଥ ମନ୍ଦିର, ଦେଖନ୍ତୁ ଦୃଶ୍ୟ

By

Published : Oct 23, 2022, 2:15 PM IST

Updated : Feb 3, 2023, 8:29 PM IST

thumbnail

ଡେରାଡୁନ: ଦୀପାବଳି ଅବସରରେ ସଜେଇ ହୋଇଛି ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର । 12 ଶହ କ୍ବିଣ୍ଟାଲ ଗେଣ୍ଡୁ ଏବଂ ବିଭିନ୍ନ ରଙ୍ଗୀନ ଫୁଲରେ ମନ୍ଦିରକୁ ସଜାଯାଇଛି । ଯାହା ବେଶ ଆକର୍ଷଣୀୟ ଦେଖାଯାଉଛି । ଦୀପାବଳିରେ ବଦ୍ରିନାଥ ମନ୍ଦିରରେ ଥିବା ମା' ଲକ୍ଷ୍ମୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବିଧି ରହିଛି । ତେଣୁ ଦୀପାବଳିରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆସନ୍ତା 25 ତାରିଖରେ ସୂର୍ଯ୍ୟ ପରାଗ ହେତୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବଦ୍ରିନାଥ ମନ୍ଦିରର ମୁଖ୍ୟ ଦ୍ବାର ବନ୍ଦ ରହିବ । ବ୍ୟୁରୋ ରିପୋରେଟ, ଇଟିଭି ଭାରତ

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.