Holi Celebration: ମଧୁରମୟୀ ଆଶ୍ରମରେ ଅନ୍ତେବାସୀ ଖେଳିଲେ ହୋଲି - ମଧୁରମୟୀ ଆଶ୍ରମର ଅନ୍ତେବାସୀ ପାଳିଲେ ହୋଲି
🎬 Watch Now: Feature Video

ଭୁବନେଶ୍ବର : ଆଜି ରଙ୍ଗର ପର୍ବ ହୋଲି । ଭୁବନେଶ୍ବରରେ ଥିବା ମଧୁରମୟୀ ଆଶ୍ରମରେ ଅନ୍ତେବାସୀ ମଧ୍ୟ ଧୁମଧାମରେ ଏ ପର୍ବକୁ ପାଳନ କରିଛନ୍ତି । ହୋଲି ଖେଳରେ ଝୁମିଛନ୍ତି ସଭିଏଁ । ଏ ଅବସରରେ ଅନ୍ତେବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST