ETV Bharat / sukhibhava

ବିବାହ ନେଇ ଚଳିତ ସପ୍ତାହରେ ମିଳିବ ଶୁଭ ଫଳ ! ସଫଳ ହେବ ପ୍ରେମ - ସାପ୍ତାହିକ ରାଶିଫଳ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope
author img

By ETV Bharat Odisha Team

Published : Sep 17, 2023, 6:01 AM IST

ମେଷ: ସପ୍ତାହର ଆରମ୍ଭରେ ଆପଣ ସାମାନ୍ୟ ଜଗିରଖି କଥା ହେବା ଆବଶ୍ୟକ। ହେଲେ ବିବାହିତ ଲୋକମାନଙ୍କର ପାରିବାରିକ ଜୀବନରେ ସ୍ନେହ ବୃଦ୍ଧି ପାଇବ, ଯାହା ଦ୍ୱାରା ସେମାନେ ଆନନ୍ଦିତ ହେବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ପ୍ରେମ ଜୀବନ ଭଲରେ କଟିବ ଏବଂ ଆପଣ ସୁଖୀ ଜଣା ପଡ଼ିବେ। କଠିନ ପରିଶ୍ରମ କରିବେ, ଯେଉଁ କାରଣରୁ ଚାକିରୀ କ୍ଷେତ୍ରରେ ପଦୋନ୍ନତି ମାର୍ଗ ସହଜ ହୋଇଯିବ। ବ୍ୟବସାୟ ଶ୍ରେଣୀର ଲୋକଙ୍କ ପାଇଁ ସପ୍ତାହଟି ମଧ୍ୟମ ରୂପେ ଫଳପ୍ରଦ ହେବ। ଗୋଟିଏ ପଟେ ଆପଣଙ୍କର ଲାଭ ହେବା ଆରମ୍ଭ ହୋଇଯିବ କିନ୍ତୁ ଅନ୍ୟ ପଟେ କିଛି କାମରେ ସମସ୍ୟାଗୁଡ଼ିଏ ଦେଖାଦେବ। କିଛି ଆଇନଗତ ସମସ୍ୟା ମଧ୍ୟ ଦେଖାଦେବାର ସମ୍ଭାବନା ଅଛି, ଯେଉଁ ବିଷୟରେ ଚିନ୍ତା କରିବା ଆବଶ୍ୟକ ହେବ। ଗାଡ଼ି ଚଲାଇବା ସମୟରେ ସାବଧାନ ହୋଇ ଗାଡ଼ି ଚଲାନ୍ତୁ।

ବୃଷ: ସପ୍ତାହଟି ଆପଣଙ୍କର ଭଲରେ କଟିବ କିନ୍ତୁ ସନ୍ତାନର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବାର ସମ୍ଭାବନା ଅଛି। ପ୍ରେମ ବ୍ୟାପାର ପାଇଁ ଏହି ସମୟ ସମସ୍ୟାମୟ ହେବ। ଆପଣଙ୍କ ସମ୍ପର୍କରେ ବ୍ୟବଧାନ ସୃଷ୍ଟି ହୋଇପାରେ। ତେଣୁ ଅତ୍ୟନ୍ତ ସାନଧାନ ରୁହନ୍ତୁ ଏବଂ ଝଗଡ଼ା ହେଲା ଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥି ପାଇଁ ଚେଷ୍ଟା କରନ୍ତୁ। ବିବାହିତ ଲୋକମାନେ ସେମାନଙ୍କ ଜୀବନସାଥୀଙ୍କ ଉନ୍ନତି ଦେଖି ଆନନ୍ଦିତ ହେବେ। ବ୍ୟବସାୟରେ ମଧ୍ୟ ଭଲ ଲାଭ ହେବ, ଯାହା ଦ୍ୱାରା ଆପଣ ସୁଖୀ ହେବେ। ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ହେବ। ଅଧ୍ୟୟନ ପାଇଁ ଧ୍ୟାନକୁ ବଜାୟ ରଖିବାରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉତଥାନ ପତନ ଲାଗି ରହିବ।

ମିଥୁନ: ଏହି ସପ୍ତାହରେ ଆପଣ ସୁଫଳ ପାଇବେ। ବିବାହିତ ଦମ୍ପତିମାନେ ଏକ ସୁନ୍ଦର ବାଇବାହିକ ଜୀବନ ଅତିବାହିତ କରିବେ। ଜୀବନସାଥିଙ୍କ ସହିତ ଅନ୍ତରଙ୍ଗତା ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ସପ୍ତାହଟି ପୂର୍ବ ଭଳି ସାଧରଣ ହେବ । ହେଲେ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ପାରିବାରିକ ଦାୟିତ୍ଵଗୁଡିକୁ ସମ୍ପାଦନ କରିବାରେ ବହୁତ ସମୟ ଅତିବାହିତ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯେକୌଣସି ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ଆଲୋଚନା କରିବାର ସମ୍ଭାବନା ଅଛି । ରିଏଲ୍ ଇଷ୍ଟେଟ ସମ୍ବନ୍ଧୀତ ବ୍ୟାପାରରେ ଆପଣ ଲାଭବାନ ହେବେ । ଯଦି ଆପଣ ଗୋଟିଏ ସମ୍ପତ୍ତି ବିକ୍ରି କରିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହାକୁ ବିକ୍ରି କରିବା ଦ୍ଵାରା ଆପଣ ଲାଭବାନ ହେବେ । ବ୍ୟବସାୟ ପାଇଁ ଅବସ୍ଥା ସୁଦୃଢ ରହିବ । ଚାକିରି କରୁଥିବା ଲୋକମାନେ ସେମାନଙ୍କ ବନ୍ଧୁ ଓ ସହକର୍ମୀମାନଙ୍କ ଠାରୁ ବହୁତ ସାହାଯ୍ୟ ପାଇବେ।

କର୍କଟ: ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ। ବୈବାହିକ ଜୀବନ ଚାପ ମୁକ୍ତ ହେବ। ଶ୍ଵଶୁର ଘର ଲୋକେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଆପଣଙ୍କ କଥା ବୁଝିବେ। ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସପ୍ତାହ ଶୁଭ ହେବ। ଜଣେ ବନ୍ଧୁଙ୍କ ସହାୟତାରେ ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କୁ ବିବାହର ପ୍ରସ୍ତାବ ମଧ୍ୟ ଦେବେ ଏବଂ ତାଙ୍କୁ ଗୋଟିଏ ସରପ୍ରାଇଜ୍ କିମ୍ବା ଗୋଟିଏ ଚମତ୍କାର ଉପହାର ଦେବେ । ଆପଣଙ୍କ ମନରେ ଆନନ୍ଦର ଭାବ ଦେଖିବାକୁ ମିଳିବ ଏବଂ ଆପଣ ସମସ୍ତଙ୍କ ସହିତ ସ୍ନେହ ସହକାରେ ରହିବା ପାଇଁ ପସନ୍ଦ କରିବେ । ପାରିବାରିକ ପରିବେଶ ମଧ୍ୟ ଶାନ୍ତିମୟ ହେବ । ପରିବାରର ଜଣେ ଗୁରୁଜନ ଲୋକଙ୍କ ଆଶିର୍ବାଦରେ ଆପଣଙ୍କର ଅଟକି ରହିଥିବା କିଛି କାମ ସମ୍ପନ୍ନ ହେବାର ସମ୍ଭାବନା ଅଛି।

ସିଂହ: ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ । ପ୍ରେମ ପାଇଁ ଏହି ସମୟ ଅନୁକୂଳ ହେବ । ସମ୍ପର୍କକୁ ନେଇ ଆପଣମାନଙ୍କ ମଧ୍ୟରେ ଅନେକ ବାର କଥାବାର୍ତ୍ତା ହେବ ଏବଂ ପ୍ରେମ ବିବାହ କରିବା ପାଇଁ ଆପଣ ଅନେକ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିବେ। ପରସ୍ପରର ବିରକ୍ତିକର ଆଚରଣ ମଧ୍ୟ ଏହାର କାରଣ ହୋଇପାରେ। ବର୍ତ୍ତମାନ ଆପଣଙ୍କର ଉଦ୍ୟମଗୁଡିକ ଫଳବତୀ ହେବାକୁ ଲାଗିବ ଏବଂ ଆପଣ ନୂଆ କିଛି କରିବା ଆରମ୍ଭ କରିବେ। ଆପଣ ଏକ ଦୁଃସାହସିକପୂର୍ଣ୍ଣ କ୍ୟାମ୍ପ କରିବା ପାଇଁ ମନ ବଳାଇବେ। ବର୍ତ୍ତମାନ କିଛି ଖର୍ଚ୍ଚ ହେବ କିନ୍ତୁ ଭଲ ଆୟ ମଧ୍ୟ ହେବ, ଯେଉଁ କାରଣରୁ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ବ୍ୟବସାୟ କରୁଥିବା ଲୋକମାନେ ଉତ୍ତମ ଲାଭ କରିବାର ସମ୍ଭାବନା ଅଛି, ଯେତେବେଳେ କି ଚାକିରି କରୁଥିବା ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହ ସେମାନଙ୍କ ପାଇଁ ମଧ୍ୟ ଶୁଭ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ଉତଥାନ ପତନ ଦେଖାଦେବାର ସମ୍ଭାବନା ଅଛି, ତେଣୁ ନିଜର ଖାଦ୍ୟାଭ୍ୟାସ ଉପରେ ସଂପୂର୍ଣ୍ଣ ଧ୍ୟାନ ଦିଅନ୍ତୁ ଏବଂ କୌଣସି ପ୍ରକାରର ଅଭାବ ହେବାକୁ ଦିଅନ୍ତୁ ନାହିଁ।

କନ୍ୟା: ଏହି ସପ୍ତାହରେ ଆପଣ ଲାଭବାନ ହେବେ। ବିବାହିତ ଲୋକମାନେ ଗୃହସ୍ଥ ଜୀବନର ଅଶାନ୍ତିକୁ କମ୍ କରିବା ପାଇଁ ଚେଷ୍ଟା କରିବେ। ଜୀବନସାଥୀ ମଧ୍ୟ ଆପଣଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ଅଟେ। ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ଆବଶ୍ୟକ। ଜାଗାବାଡିରେ ଅର୍ଥ ବିନିଯୋଗ କରିବା ଦ୍ଵାରା ଆପଣ ଲାଭବାନ ହେବେ ଏବଂ ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ। ସାମାନ୍ୟ ଖର୍ଚ୍ଚ ଲାଗିରହିବ। ଚାକିରି କ୍ଷେତ୍ରର ପରିବେଶ ଅନୁକୂଳ ହେବ। ଆପଣଙ୍କର ଉଚ୍ଚାଧିକାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗଭର ହେବେ, ଯାହା ଦ୍ଵାରା ଆପଣ ପୂର୍ବାପେକ୍ଷା ଆହୁରି ଭଲ କରିବାରେ ସାହାଯ୍ୟ ମିଳିବ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ଆପଣଙ୍କ ପାଇଁ ଏହି ସମୟ ଶୁଭ ଅଟେ । କୌଣସି ପ୍ରକାରର ବଡ ସମସ୍ୟା ଦେଖାଦେବ ନାହିଁ ।

ତୁଳା: ଏହି ସପ୍ତାହରେ ବିବାହିତ ଲୋକମାନେ ଗୃହସ୍ଥ ଜୀବନକୁ ଉପଭୋଗ କରିବେ। ଆପଣ ନିଜର ଜୀବନସାଥିଙ୍କ ସହିତ ଗୋଟିଏ ଦୂର ସ୍ଥାନକୁ ଭ୍ରମଣରେ ୟିବା ପାଇଁ ଯୋଜନା କରିବାର ସମ୍ଭାବନା ଅଛି। ବିଦେଶ ଯିବା ପାଇଁ ମଧ୍ୟ ଅନେକ ସୁଯୋଗ ଆସିବ। ପ୍ରେମ ଜୀବନ ପାଇଁ ସମୟ ଶୁଭ ହେବ ଏବଂ ଆପଣ ଆପଣଙ୍କର ଜୀବନସାଥୀଙ୍କୁ ତାଙ୍କ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ କରିବେ। ଆପଣ ଗୋଟିଏ ନୂଆ ଗାଡି କିମ୍ବା ଜାଗା କିଣିବା ପାଇଁ ଚେଷ୍ଟା କରିବାର ସମ୍ଭାବନା ଅଛି । ଆପଣ ସେଥିରେ ସଫଳ ମଧ୍ୟ ହେବେ । ଘରର ପରିବେଶ ସକାରାତ୍ମକ ହେବ। ଘର ଆନନ୍ଦମୟ ହେବ। ଆପଣ ମାତାପିତାଙ୍କର ଆଶୀର୍ବାଦ ପାଇବେ। ସରକାରୀ କ୍ଷେତ୍ରରୁ ମଧ୍ୟ ଲାଭବାନ ହେବେ। ଆପଣ ଉଭୟ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ। ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ସେମାନଙ୍କ ପାଇଁ ସମୟ ସଂଘର୍ଷପୂର୍ଣ୍ଣ ହେବ।

ବିଛା: ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ହେବ । ବିବାହିତ ଲୋକମାନେ ଗୋଟିଏ ଉତ୍ତମ ଗୃହସ୍ଥ ଜୀବନ ଅତିବାହିତ କରିବେ ଏବଂ ଆପଣ ନିଜର ଜୀବନକୁ ଉପଭୋଗ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ, ସମ୍ପର୍କରେ ଅନେକ ଉତଥାନ ପତନ ସତ୍ତ୍ୱେ ଏକ ଆତ୍ମୀୟତା ଅନୁଭବ କରିବେ, ଯାହା ଆପଣଙ୍କ ପାଇଁ ଗୋଟିଏ ଭଲ ଜିନିଷ ହେବ । କିଛି ଗୋଟିଏ ସ୍ଥାନରୁ ଆପଣଙ୍କର ହଠାତ ଆର୍ଥିକ ଲାଭ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଅନୁକୂଳ ହେବ। ଆପଣଙ୍କର ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ଅଛି। ଆପଣ ନିଜର ନାମକୁ ସାର୍ଥକ କରିବେ ଏବଂ କଠିନ ପରିଶ୍ରମ ଦ୍ଵାରା ସୁଫଳ ପାଇବେ। ବ୍ୟବସାୟରେ ମଧ୍ୟ ସଫଳ ହେବା ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ ଏବଂ ଆଗକୁ ବଢିବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଶୁଭ ସମୟ ହେବ। ଉଚ୍ଚ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ। ଆପଣ ବୃତ୍ତି ମଧ୍ୟ ପାଇବାର ସମ୍ଭାବନା ଅଛି।

ଧନୁ: ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ନେଇ ସନ୍ତୁଷ୍ଟ ରହିବେ। ଜୀବନସାଥିଙ୍କ ଠାରୁ ବଢୁଥିବା ଦୂରତା ହ୍ରାସ ହେବାକୁ ଲାଗିବ । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ହେବ। ଆପଣ ଓ ଆପଣଙ୍କର ପ୍ରିୟତମ/ପ୍ରିୟତମା ପରସ୍ପରକୁ ବୁଝିବେ ଏବଂ ଏହି କାରଣରୁ ସମସ୍ୟାଗୁଡ଼ିକ କିଛି ହ୍ରାସ ପାଇବ। ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଏହି ଖୁସିରେ ଆପଣଙ୍କର ପରିବାର ସଦସ୍ୟମାନେ ମଧ୍ୟ ସାମିଲ ହେବେ, ଗୋଟିଏ ବଡ ପାର୍ଟିର ଆୟୋଜନ ହେବାର ମଧ୍ୟ ସମ୍ଭାବନା ଅଛି । କାମ ସମ୍ବନ୍ଧରେ କହିବାକୁ ଗଲେ, ବିଦେଶରେ କିଛି ଉତ୍ତମ ଯୋଗାଯୋଗ ହେବାର ସମ୍ଭାବନା ଅଛି କିମ୍ବା ଆପଣ ଗୋଟିଏ ବଡ ଚାକିରି ପାଇପାରନ୍ତି। ଅର୍ଥ ବିନିଯୋଗରୁ ମଧ୍ୟ ଆପଣ ଲାଭବାନ ହେବେ । ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ସେମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

ମକର: ଏହି ସପ୍ତାହରେ ଆପଣ ଆଗକୁ ବଢିବା ପାଇଁ ଗୋଟିଏ ସୁଯୋଗ ପାଇବେ। ସହଯୋଗ ଏବଂ ବିବାହିତ ଜୀବନରେ ଜୀବନସାଥିଙ୍କ ସ୍ନେହ କାରଣରୁ ଆପଣଙ୍କର ଗୃହସ୍ଥ ଜୀବନ ଅତ୍ୟନ୍ତ ମନୋହର ହେବ। ପ୍ରେମ ଜୀବନ ପାଇଁ ମଧ୍ୟ ସମୟ ଅନୁକୂଳ ହେବ। ନିଜର ପ୍ରିୟତମ/ପ୍ରିୟତମାଙ୍କ ନିକଟରେ ମନ କଥା ଲୁଚାନ୍ତୁ ନାହିଁ, ଏପରିକି ତାଙ୍କୁ ସବୁ କଥା କୁହନ୍ତୁ । ବର୍ତ୍ତମାନ ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ଆର୍ଥିକ ସମସ୍ୟାଗୁଡିକରୁ ମୁକୁଳିବା ପାଇଁ ଆପଣ ଗୋଟିଏ ସୁଯୋଗ ପାଇବେ । ମାନସିକ ଅଶାନ୍ତି ହ୍ରାସ ପାଇବ। ଘରୋଇ ପରବେଶ ଆରାମଦାୟକ ହେବ। ଜାଗାବାଡି ସମ୍ବନ୍ଧିତ ବିଷୟ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷିତ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆସ୍ଥା ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ବଦଳି ହେବାର ସୁଯୋଗ ଆସିପାରେ। ଆପଣ ବ୍ୟବସାୟରେ ସଫଳତା ପାଇବ । ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ସପ୍ତାହଟି ସେମାନଙ୍କ ପାଇଁ ଅନୁକୂଳ ଅଟେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ବର୍ତ୍ତମାନ ଆପଣ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ମାନସିକ ଚାପ ସମସ୍ୟାଗୁଡ଼ିକର କାରଣ ହୋଇପାରେ।

କୁମ୍ଭ: ସପ୍ତାହର ଆରମ୍ଭ ଦିନଗୁଡିକରେ, ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆପଣଙ୍କର କାମ ଅଟକିବାର ସମ୍ଭାବନା ଅଛି। ସପ୍ତାହର ମଧ୍ୟ ଭାଗରୁ ପରିସ୍ଥିତି ଧୀରେ ଧୀରେ ଉନ୍ନତ ହେବାକୁ ଲାଗିବ। ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଭଲରେ କଟିବ । ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ ହେବ ଏବଂ ଜୀବନସାଥୀ ତାଙ୍କ ମନରେ ଥିବା ସମସ୍ତ କଥା ଆପଣଙ୍କ ନିକଟରେ ପ୍ରକାଶ କରିବେ । ପ୍ରେମ ଜୀବନ ପାଇଁ ସମୟ ଅତ୍ୟନ୍ତ ଶୁଭ ଅଟେ । ଯଦି ଆପଣଙ୍କ ସମ୍ପର୍କରେ କୌଣସି ଦ୍ଵନ୍ଦ୍ଵ ଥାଏ, ତେବେ ବର୍ତ୍ତମାନ ତାହା କମିପାରେ । ବ୍ୟବସାୟ ପାଇଁ ସମୟ ଶୁଭ ହେବ । ଆପଣ ଅନେକ ଅର୍ଥ ବିନିଯୋଗ କରିବେ । ଏହି ସମୟରେ ନିଜର ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣଙ୍କୁ ପୁଞ୍ଜି ନିବେଶ କରିବାକୁ ପଡିପାରେ । ଏପରି କିଛି କାମ କରନ୍ତୁ ନାହିଁ, ଯାହା ଦ୍ଵାରା ଆପଣଙ୍କ ପରିଚୟ ଉପରେ ଖରାପ ପ୍ରଭାବ ପଡିବ । ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସେମାନେ ସେମାନଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେବା ଆବଶ୍ୟକ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ଆପଣ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ଅଟେ ।

ମୀନ: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ। ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଏହି ସମୟରେ ଦୃଢ ହେବ ଏବଂ ଜୀବନସାଥିଙ୍କ ସହିତ ଆପଣଙ୍କର ତାଳମେଳ ପୂର୍ବାପେକ୍ଷା ଭଲ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିମାନେ ସାମାନ୍ୟ ସାବଧାନତାର ସହ କାମ କରିବା ଆବଶ୍ୟକ। ଆପଣଙ୍କର ସାମାନ୍ୟତମ ଭୁଲ ମଧ୍ୟ ଆପଣଙ୍କ ପ୍ରିୟଜନମାନଙ୍କ ଆଖିରେ ଗୋଟିଏ ବଡ ଭୁଲ ହେବ ଏବଂ ସେମାନଙ୍କର ବିଶ୍ଵାସଭାଜନ ହେବା ଅତ୍ୟନ୍ତ କଠିନ ହେବ। ସପ୍ତାହର ଆରମ୍ଭ ଦିନଗୁଡିକ ଭଲରେ କଟିବ। ହେଲେ ସପ୍ତାହର ଶେଷ ଆଡକୁ ଆପଣଙ୍କର ଖର୍ଚ୍ଚ ପୂର୍ବ ଭଳି ରହିବ, ଯାହାକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହେବ। ଯଦି ଆପଣ ବ୍ୟବସାୟ କରିବେ, ତେବେ ଆପଣଙ୍କ ବ୍ୟବସାୟ ପାଇଁ ଏହି ସମୟ ଶୁଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.