ETV Bharat / sukhibhava

ସୁଖୀଭବଃ ୱେଲନେସ: ପ୍ରକୃତିର ଚମତ୍କାର ମଧ୍ୟରେ ସୁସ୍ଥ, ନବୀକରଣ ଓ ପରିବର୍ତ୍ତନ ପାଇଁ ସଂକଳ୍ପ - Pledged To Heal

ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ସୁଖୀଭବଃ ୱେଲନେସରେ ବିନା ଔଷଧରେ ପାରମ୍ପରିକ ହିଲିଂ ଥେରାପି ଜରିଆରେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତିର ପୁନଃସନ୍ତୁଳନ ସହ ଶରୀର, ମନ ଓ ଆତ୍ମାର ସଂପୂର୍ଣ୍ଣ ସୁସ୍ଥତା ପାଇଁ ବ୍ୟବସ୍ଥା କରାଯାଇଛି। ପଢନ୍ତୁୁ ସମ୍ପୂର୍ଣ୍ଣ ଖବର...

ସୁଖୀଭବଃ ୱେଲନେସ: ପ୍ରକୃତିର ଚମତ୍କାର ମଧ୍ୟରେ ସୁସ୍ଥ, ନବୀକରଣ ଓ ପରିବର୍ତ୍ତନ ପାଇଁ ସଂକଳ୍ପ

author img

By

Published : Sep 29, 2020, 4:28 PM IST

Updated : Sep 29, 2020, 6:10 PM IST

ପ୍ରକୃତି ହେଉଛି ସବୁଠାରୁ ବଡ ଆରୋଗ୍ୟ ଶକ୍ତି । ଆଉ ସୁଖୀଭବଃ ୱେଲନେସରେ ପ୍ରାକୃତିକ ଶକ୍ତି ମାଧ୍ୟମରେ ଆପଣଙ୍କୁ ଆରୋଗ୍ୟ, ନବୀକରଣ ଓ ପରିବର୍ତ୍ତନ କରାଯାଏ । ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ସୁଖୀଭବଃ ୱେଲନେସରେ ବିନା ଔଷଧରେ ପାରମ୍ପରିକ ହିଲିଂ ଥେରାପି ଜରିଆରେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତିର ପୁନଃସନ୍ତୁଳନ

ସହ ଶରୀର, ମନ ଓ ଆତ୍ମାର ସଂପୂର୍ଣ୍ଣ ସୁସ୍ଥତା ପାଇଁ ବ୍ୟବସ୍ଥା କରାଯାଇଛି। ଏଭଳି ଅଦ୍ୱିତୀୟ ପଦକ୍ଷେପ ସମ୍ପର୍କରେ ଆମକୁ ଅଧିକ ସୂଚନା ଦେଇଛନ୍ତି ସୁଖୀଭବଃ ୱେଲନେସର ନିର୍ଦ୍ଦେଶକ, ଡକ୍ଟର ଅର୍ଚ୍ଚନା ମାମଗେନ । ଭିନ୍ନ ଭିନ୍ନ ଶରୀର ଓ ରୋଗକୁ ଦୃଷ୍ଟିରେ ରଖି ପ୍ରାକୃତିକ ଆରୋଗ୍ୟ ପାଇଁ ବ୍ୟବସ୍ଥା ହୋଇଛି । ଏହା ହିଁ ଏହି ଚିକିତ୍ସା ଶୈଳୀର ସ୍ୱତନ୍ତ୍ରତା ବୋଲି ଡାକ୍ତର ଅର୍ଚ୍ଚନା କହନ୍ତି ।

ଲାଇଫଷ୍ଟାଇଲ ଡିଜାଇନ ପ୍ରୋଗ୍ରାମ

ଡାକ୍ତର ଅର୍ଚ୍ଚନା କହନ୍ତି ଯେ, ସୁଖୀଭବଃ ୱେଲନେସରେ କେବଳ ଯେ, ଥେରାପି ଦିଆଯିବା, ତାହା ନୁହେଁ । ଶରୀରର ସମ୍ପୂର୍ଣ୍ଣ ସୁସ୍ଥତା ଉପରେ ଏଥିରେ ଧ୍ୟାନ ଦିଆଯିବ, ଯାହା ଫଳରେ ଜଣେ ବ୍ୟକ୍ତି ଏଥିରୁ ପୂରା ସ୍ୱାସ୍ଥ୍ୟଗତ ଫାଇଦା ପାଇପାରିବ । ସମ୍ପପୃକ୍ତ ବ୍ୟକ୍ତିଙ୍କୁ ନୂଆ ଶକ୍ତି ଓ ସାମର୍ଥ୍ୟ ମିଳିପାରିବ । ଏଥିପାଇଁ ଏକ ଉପଯୁକ୍ତ କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ବ୍ୟକ୍ତିର ଶରୀରକୁ ଆମୁଳଚୂଳ ଯାଞ୍ଚ କରାଯାଇ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ । ଆବଶ୍ୟକତା ଅନୁସାରେ ଟ୍ରିଟମେଣ୍ଟ ସଂଖ୍ୟା, ଡାଏଟ ଡିଜାଇନିଂ ଓ ସ୍ୱତନ୍ତ୍ର ଯୋଗ ପାଇଁ ପରାମର୍ଶ ଦିଆଯାଏ । ହଜମ ସମସ୍ୟା, ଅବସାଦ, ଇନସୋମିଆନାର ଚିକିତ୍ସା ପାଇଁ ପ୍ରାକୃତିକ ଓ ପ୍ରାଚୀନ ପାରମ୍ପରକି ଶୈଳୀର ଆରୋଗ୍ୟ ପଦ୍ଧତିକୁ ଦୃଷ୍ଟିରେ ରଖାଯାଇ ଥେରାପି ପ୍ରଦାନ କରାଯାଏ । ଏହାଛଡା ଶରୀରର ଆସ୍ତିକ ସୌନ୍ଦର୍ଯ୍ୟଗତ ସମସ୍ୟା ପ୍ରତି ବି ଦୃଷ୍ଟି ଦିଆଯାଏ । ମନ ଓ ଶରୀର ମଧ୍ୟରେ ସୁସନ୍ତୁଳନ ବଜାୟ ଯେମିତି ରହିବ, ସେଥିପ୍ରତି ମଧ୍ୟ ଏଭଳି ଆରୋଗ୍ୟ ପଦ୍ଧତି ଦ୍ୱାରା ଧ୍ୟାନ ରଖାଯାଏ । ସମସ୍ୟାର ସ୍ୱଭାବକୁ ଦେଖି ଥେରାପି ପାଇଁ ଆବଶ୍ୟକ

ହେଉଥିବା ଅବଧି ଓ ସେସନ ସ୍ଥିତର କରାଯାଏ । କୁହାଯାଏ ଯେ, ବ୍ୟକ୍ତିର ଖାଦ୍ୟ ହିଁ ତାର ମନରେ ପ୍ରତିଫଳିତ ହୋଇଥାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ପ୍ରକାର ଆହାର ଥେରାପି ବେଳେ ପ୍ରେସସ୍କ୍ରାଇବ କରାଯାଏ । ଚିକିତ୍ସା ବେଳେ ସେହି ସ୍ୱତନ୍ତ୍ର ଆହାର ଗ୍ରହଣ ବାଧ୍ୟତାମୂଳକ ହୋଇଥାଏ ।

କମ୍ପଲିଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ

ସୁଖୀଭବଃ ୱେଲନେସରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କଂପ୍ଲିଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଉପରେ ଜୋର ଦିଆଯାଏ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ଚାଲିଛି ବୋଲି ଆମ ବିଶେଷଜ୍ଞ ସୂଚନା ଦେଇଛନ୍ତି । ବିଭିନ୍ନ ଥେରାପି ସହାୟତାରେ ଜଣେ ନିଜର ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ କରିପାରିବ ବୋଲି ସେ କହନ୍ତି ।

୧. ମନଃତୃପ୍ତି : ଅବସାଦ ପରିଚାଳନା କାର୍ଯ୍ୟକ୍ରମ

ସୁଖୀଭବଃ ୱେଲନେସ: ପ୍ରକୃତିର ଚମତ୍କାର ମଧ୍ୟରେ ସୁସ୍ଥ, ନବୀକରଣ ଓ ପରିବର୍ତ୍ତନ ପାଇଁ ସଂକଳ୍ପ
ସୁଖୀଭବଃ ୱେଲନେସ: ପ୍ରକୃତିର ଚମତ୍କାର ମଧ୍ୟରେ ସୁସ୍ଥ, ନବୀକରଣ ଓ ପରିବର୍ତ୍ତନ ପାଇଁ ସଂକଳ୍ପ

ଶରୀରକୁ ଅବସାଦ ମୁକ୍ତ ପାଇଁ ଏହି କାର୍ଯ୍ୟକ୍ରମ ଦ୍ୱାରା ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଏ । ପ୍ରମାଣିତ ନ୍ୟାଚୁରାଲ ଥେରାପି, ଥେରାପିଟ୍ୟୁକ ଓ ଯୋଗ କ୍ରିୟା ଦ୍ୱାରା ଶରୀରକୁ ଅବସାଦ ମୁକ୍ତ କରାଯାଇପାରିବ । ଏଭଳି ପଦ୍ଧତି ଦ୍ୱାରା ବ୍ୟକ୍ତି ଅବସାଦରୁ ମୁକ୍ତ ହୋଇ ନିଜର ସ୍ୱାଭାବିକ ଶାରୀରିକ ରିଦିମ ଫେରିପାଇବ । ସ୍ୱାସ୍ଥ୍ୟକର ଜୀବନଶୈଳୀ, କମ ଅବସାଦ ଓ ସକାରାତ୍ମକ ପରିବର୍ତ୍ତନ ଉପରେ ଏହି ପଦ୍ଧତି ଫୋକସ କରିଥାଏ ।

୨. ସୁନିଦ୍ରା : ସମୃଦ୍ଧ ନିଦ୍ରା କାର୍ଯ୍ୟକ୍ରମ

ପାରମ୍ପରିକ ଆୟୁର୍ବେଦିକ ଥେରାପି ଓ ନ୍ୟାଚୁରୋପ୍ୟାଥି ଚିକିତ୍ସାରୁ ଏହା ପ୍ରେରଣା ନେଇଥାଏ । ଏହି କାର୍ଯ୍ୟକ୍ରମରେ ନ୍ୟାଚୁରୋପାଥିକ ଲାଇଫଷ୍ଟାଇଲ ପରାମର୍ଶ, ଚେରମୂଳି ଓ ନ୍ୟୁଟ୍ରିଏଟ ପ୍ରତିକାର, ହାଇଡ୍ରୋଆରୋମାଟିକ ଇମର୍ସନ ଭଳି ବ୍ୟବସ୍ଥା ଥାଏ, ଯହା କି

ନିଦ୍ରାହୀନତା ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ।

୩. ସଞ୍ଜିବନୀ

ଏହି କାର୍ଯ୍ୟକ୍ରମ ଜରିଆରେ ନ୍ୟାଚୁରାଲ ଥେରାପି, ଥେରାପ୍ୟୁଟିକ ଓ ଯୋଗ କ୍ରିୟାର ପ୍ରମାଣିକ କମ୍ବିନେସନ ପ୍ରୟୋଗ କରାଯାଇଥାଏ । ଶରୀରରୁ ଯନ୍ତ୍ରଣା ମୁକ୍ତ ସହ ଆପଣଙ୍କଠାରେ ନୂଆ ଶକ୍ତି ଓ ସାମର୍ଥ୍ୟ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଡାଏଟ ମ୍ୟାନେଜମେଣ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଅଂଶ । ଏହି ଥେରାପି ଯନ୍ତ୍ରଣା ହ୍ରାସ କରିଥାଏ, ସ୍ନାୟୁ ଲୁବ୍ରିକେସନ ଓ ବେକବୋଝ ହାଲୁକା କରେ ।

୪. ସମମକୋରୋଥି

ଏହା ହେଉଛି ପାରମ୍ପରିକ ଆୟୁର୍ବେଦ ଓ ନ୍ୟାଚୁରୋପାଥିର ମିଳିତ ଥେରାପି । ଶାରୀରିକ, ମନସ୍ତାତ୍ୱିକ ଓ ଆଧ୍ୟାତ୍ମିକ ବିକାଶର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଅଧିକରୁ ଅଧିକ ଆରାମ ଓ ଶାନ୍ତି ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ଶରୀରର ସବୁ ଏନର୍ଜି ଚ୍ୟାନେଲ ସକ୍ରିୟ କରାଯାଇଥାଏ ।

୫. ଲାବଣ୍ୟ

ଏହି ଥେରାପି ପାରମ୍ପରିକ, ହର୍ବାଲ ଓ ପ୍ରାକୃତିକ ଉପାଦାନ ଜରିଆରେ ତ୍ୱଚାର ଉପଚାର କରିଥାଏ । ଏହି ଥେରାପି ପ୍ରୟୋଗ ଦ୍ୱାରା ତ୍ୱଚାରେ ଦାଗ ରହେ ନାହିଁ । ତ୍ୱତାର ପ୍ରାକୃତିକ ସତେଜତା ଓ କାନ୍ତି ଫେରିଆସେ । ତ୍ୱଚାର ରଂଗ ପ୍ରାକୃତିକତା ବଜାୟ ରହେ । ସତେଜ ଓ ନମ୍ର ତ୍ୱଚାରେ ସହାୟକ ହୋଇଥାଏ ଏହି ଥେରାପି ।

୬. ପ୍ରସନ୍ନ

ଏହି କାର୍ଯ୍ୟକ୍ରମ ଜରିଆରେ ନ୍ୟାଚୁରୋପାଥି, ସ୍ୱତନ୍ତ୍ର ଆୟୁର୍ବେଦିକ ଥେରାପି ଓ ଯୋଗର ସାହାଯ୍ୟ ନିଆଯାଇଥାଏ । ଶାରୀରିକ ସ୍ୱାସ୍ଥ୍ୟର ବିକାଶ ଘଟାଇଥାଏ ଏହି ଥେରାପି । ଶାରୀରିକ, ମନସ୍ତାତ୍ୱିକ ଓ ଆଧ୍ୟାତ୍ମିକ ସନ୍ତୁଳନ ବଜାୟ ରଖିବା ସହ ଶରୀର ଓ ମନକୁ ପୁନଃସକ୍ରିୟ କରେ ଏହି ଥେରାପି ।

୭. ତନୁଭବତି

ଏହି ଥେରାପିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀରର ଓଜନ ହ୍ରାସ । ଏହାଛଡା ଶକ୍ତିବର୍ଦ୍ଧନ ଓ ଟକ୍ସିନ ହଟାଇବା ମଧ୍ୟ ଏହି ଥେରାପିର ଉଦ୍ଦେଶ୍ୟ । ସଠିକ ପୋଷଣ, ଯୋଗ ସମ୍ବନ୍ଧୀୟ ବ୍ୟାୟାମ ସହ ଆୟୁର୍ବେଦ ଓ ପ୍ରାକୃତିକ ଥେରାପି ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ

କରେ ।

୮. ଆନନ୍ଦ

ଶରୀରକୁ ସର୍ବଦା ସତେଜ ଓ ସକ୍ରିୟ ରଖିବା ପାଇଁ ଏହି ଥେରାପି ସାମଗ୍ରିକ ଭାବେ ନ୍ୟାଚୁରାଲ ଥେରାପି, ଥେରାପ୍ୟୁଟିକ ଓ ଯୋଗ କ୍ରିୟା ଉପରେ ନିର୍ଭର କରେ । ଏହି ଥେରାପି ମନ ଓ ମସ୍ତିଷ୍କର ଯତ୍ନ ନେଇ ସକାରାତ୍ମକ ତାଳମେଳ ସୃଷ୍ଟି କରିଥାଏ । ଯନ୍ତ୍ରଣାରୁ ମୁକ୍ତି ଦେବା ସହ ସ୍ନାୟୁ ଲୁବ୍ରିକେସନରେ ସହାୟକ ହୋଇଥାଏ ଏହି ଥେରାପି ।

୯. ତେଜମୟ

ଶରୀରର ପ୍ରାକୃତିକ କାନ୍ତି ଆଣିବା ପାଇଁ ଏହି ଥେରାପି ଉଦ୍ଦିଷ୍ଟ । ନ୍ୟାଚୁରାଲ ଥେରାପି ଓ ଥେରାପ୍ୟୁଟିକ ଆପ୍ଲିକେସନର ପ୍ରମାଣିତ ପଦ୍ଧତି ଏଥିପାଇଁ ପ୍ରୟୋଗ କରାଯାଇଥାଏ । ତେଜମୟ କାର୍ଯ୍ୟକ୍ରମ ଶାରୀରିକ, ମନସ୍ତାତ୍ୱିକ ଓ ଆଧ୍ୟାତ୍ମିକ ବିକାଶ ଓ ସଦଭାବନାର ପ୍ରସାର କରିଥାଏ । ଆଣ୍ଠୁଗଣ୍ଠି ଓ ମାଂସପେଶୀ ଜନିତ ଯନ୍ତ୍ରଣାରୁ ଏହା ମୁକ୍ତି ଦେଇଥାଏ ।

୧୦. ସଂଜୀବା

ନ୍ୟାଚୁରାଲ ଥେରାପି, ଥେରାପ୍ୟୁଟିକ ଓ ଯୋଗ କ୍ରିୟାର ପ୍ରମାଣିତ କମ୍ବିନେସନ ମାଧ୍ୟମରେ ଶରୀରକୁ ଟକ୍ସିନ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସଂଜୀବା ଥେରାପି ଦ୍ୱାରା ଶକ୍ତି ବୃଦ୍ଧି ହୋଇଥାଏ । ଏହା ହଜମ ପ୍ରକ୍ରିୟାରେ ସହାୟକ ହୁଏ ଓ ରୋଗ ପ୍ରତିରୋଧକଶକ୍ତି ବଢାଏ ।

ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିର ପ୍ରାକୃତିକ ମନୋରମ ପରିବେଶରେ ସୁଖୀଭବଃ ୱେଲନେସ ରହିଛି । ଆପଣ ଏକ୍ସପର୍ଟମାନଙ୍କ ଯୋଗାଯୋଗ କରି ଉତମ ପ୍ୟାକେଜ ପାଇପାରିବେ । ଫୋନ ନମ୍ବର ସବୁ ହେଲା – ୯୧୨୧୧-୫୨୯୯୭, ୯୧୨୧୧-୭୦୮୪୦, ୯୧୫୪୧-୧୮୨୭୩ ଓ ୦୮୪୧୫-୨୪୬୬୯୯

Last Updated : Sep 29, 2020, 6:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.