ETV Bharat / sukhibhava

ଓଜନ ହ୍ରାସରେ ସ୍କିପିଂ ରୋପ୍‌ର ଭୂମିକା - ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍

ଏକ ପରିବର୍ତ୍ତନକାରୀ ବ୍ୟାୟାମ କ୍ଷେତ୍ରରେ ସ୍କିପିଂକୁ ସର୍ବଦା ଅବହେଳା କରାଯାଏ । କିନ୍ତୁ ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍ ଏକ ଭଲ ବ୍ୟାୟାମ । ଏହା ଆମର କାର୍ଡିଓଭସ୍କୁଲାର ବା ହୃଦୟଜନିତ ସ୍ବାସ୍ଥ୍ୟର ଉନ୍ନତି କରେ । ଜମ୍ପିଂ ରୋପ୍‌ର କିଛି ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।

How Skipping Rope helps in Weight loss
ଓଜନ ହ୍ରାସରେ ସ୍କିପିଂ ରୋପ୍‌ର ଭୂମିକା
author img

By

Published : Jul 11, 2020, 2:00 PM IST

ପରିବର୍ତ୍ତନକାରୀ କସରତ କ୍ଷେତ୍ରରେ ସ୍କିପିଂକୁ ସର୍ବଦା ଉପେକ୍ଷା କରାଯାଇଥାଏ । କିନ୍ତୁ ରୋପ୍ ସ୍କିପିଂର ଅନେକ ସ୍ବାସ୍ଥ୍ୟଗତ ଫାଇଦା ରହିଛି । ବିଶେଷଜ୍ଞ ଜୁନୈଦ ଅଖତର କହିଛନ୍ତି ଯେ, ଲକଡାଉନ ବେଳେ ରୋପ୍ ସ୍କିପିଂ ଏକ ଉପଯୋଗୀ କସରତ ସାବ୍ୟସ୍ତ ହୋଇପାରିବ ।

ଏମିତି କଣ ବ୍ୟାୟାମ ସରଞ୍ଜାମ ରହିଛି ଯେ, ଯାହାକୁ ଆମେ ସହଜରେ ପାଇବା ସହ ବ୍ୟାଗ ଭଳି ଛୋଟ ଜାଗାରେ ବି ତାହାକୁ ରଖିପାରିବା ? ଆଉ ଯାହାକୁ ଆମେ ମାତ୍ର ୧୫ ରୁ ୨୦ ମିନିଟ୍ ବ୍ୟବହାର କରି କ୍ୟାଲୋରୀ ହଟାଇପାରିବା ? ଏହାର ଉତ୍ତର ହେବ ରୋପ୍ ବା ରସି ।

ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍ ଏକ ଭଲ ବ୍ୟାୟାମ । ଏହା ଆମର କାର୍ଡିଓଭସ୍କୁଲାର ବା ହୃଦୟଜନିତ ସ୍ବାସ୍ଥ୍ୟର ଉନ୍ନତି କରେ । ଯଦି ଆପଣ ଅତିରିକ୍ତ କ୍ୟାଲୋରୀ ବର୍ଣ୍ଣ ପାଇଁ ଚାହାଁନ୍ତି, ତାହା ହେଲେ ଦୌଡିବା ଅପେକ୍ଷା ରୋପ୍ ଜମ୍ପିଂ ବେଶ୍ କାମରେ ଆସିବ । ଜମ୍ପିଂ ରୋପ୍‌ର କିଛି ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।

୧. ରୋପ୍ ସ୍କିପିଂ ଦ୍ବାରା ଆପଣଙ୍କ ଜଙ୍ଘ ମାଂସପେଶୀ ବଳି ହୁଏ ।

୨. ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ରହେ ।

୩. ଶ୍ବସନ ସାମର୍ଥ୍ୟ ବୃଦ୍ଧି ।

୪. ସହନଶୀଳତା ବା ଆନ୍ତରିକ ଶକ୍ତି ବୃଦ୍ଧି ହୁଏ ।

ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍ ବ୍ୟାୟାମ ଦ୍ବାରା ଅତିରିକ୍ତ କ୍ୟାଲୋରୀ କ୍ଷୟ ହେବା ସହ ଶରୀରର ସାମଗ୍ରିକ ଉନ୍ନତି ବି ହୁଏ । ଶରୀରର ଓଜନ ହ୍ରାସ ଘଟିଥାଏ । ତେବେ କେବଳ ସ୍କିପିଂ ରୋପ୍ ବା ଜମ୍ପିଂ ରୋପ୍ ବ୍ୟାୟାମ ଆପଣଙ୍କ ଶରୀରର ଓଜନ ହ୍ରାସ କରିବାରେ ସମର୍ଥ ହେବ ନାହିଁ । ଉପଯୁକ୍ତ ଖାଦ୍ୟ ଓ ଅନ୍ୟ ବ୍ୟାୟାମ ବି ଦରକାର, ଯାହା ଦ୍ବାରା କି ମେଟାବଲିଜିମ୍ ଠିକ୍ ଭାବେ କାମ କରିବ । ଏହାହେଲେ ହିଁ ଆପଣଙ୍କ ଓଜନରେ ହ୍ରାସ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.