ETV Bharat / sukhibhava

Horoscope: ଅକ୍ଟୋବର 12 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - କେମିତି କଟିବ ଆଜିର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Oct 12, 2023, 12:00 AM IST

ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ । ଆପଣ ନିଜ ବିଶେଷ ଗୁଣ ଗୁଡିକ ଭୁଲିବା ଉଚିତ ନୁହେଁ ।

ବୃଷ: ଆଜି ଆପଣ ନିଜ ଜୀବନର ସକରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ସବୁ ଜିନିଷ ଠିକ କରିବା ଚେଷ୍ଟା ଆପଣ ମାନସିକ ଭାବେ ଶକ୍ତିହୀନ ହୋଇ ଯାଇପାରନ୍ତି । ଏପରି ଅବସ୍ଥାରେ ଆପଣ କେହି ଜଣେ ନିଜ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବା କିମ୍ବା ଭିନ୍ନ ମତ ଥିବା ବ୍ୟକ୍ତିମାନଙ୍କ ନିକଟକୁ ଯିବା ଭଲ ହେବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ ।

ମିଥୁନ: ଆଜି ଆକର୍ଷଣୀୟ ପୋଷାକ ପିନ୍ଧିବେ । ଆପଣଙ୍କ ଚାରିପାଖରେ ଥିବା ଲୋକ ମତାମତ ଦେଇପାରନ୍ତି । ଆପଣ ଆଜି ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ କରିବେ। ଆପଣଙ୍କ ଷ୍ଟାଇଲ୍‍ ଓ ସ୍ଵାଦର ଧାରଣା ସମସ୍ତଙ୍କୁ ଚକିତ କରିଦେବ । ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ ।

କର୍କଟ: ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ। ଆପଣଙ୍କ ଖୁସି କିଛି ଲୋକଙ୍କ ଦେହରେ ଆଦୌ ଯିବ ନାହିଁ। କିନ୍ତୁ ସେମାନେ ଆପଣଙ୍କ ସମ୍ପର୍କ କିମ୍ଵା ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ସେଥିପାଇଁ ଆପଣ ତାଙ୍କୁ ଉପେକ୍ଷା କରନ୍ତୁ। ତେବେ ଆପଣ ନିଜ ପ୍ରତିଷ୍ଠାର ସୁରକ୍ଷା କରିବା ସୁନିଶ୍ଚିତ କରିବା ଗୁରୁତ୍ଵପୂର୍ଣ୍ଣ।

ସିଂହ: ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦିଆଯାଉଛି। ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ। ପରିବାରର ଛୁଆଙ୍କ ସ୍ବାସ୍ଥ୍ୟ ସମସ୍ୟ ବିଗିଡି ପାରେ।

କନ୍ୟା: ଆଜି ଆପଣ ଟଙ୍କାକୁ ନେଇ ପୂର୍ବ ଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ। ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ। ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବ।

ତୁଳା: ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ। ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ। ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ। ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ। ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ।

ବିଛା: ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ। ସେଗୁଡିକୁ ଆପଣଙ୍କ ଖୁସିରେ ବାଧା ଦେବା ଓ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ କରିବାକୁ ଦିଅନ୍ତୁ ନାହିଁ । ଅବଶ୍ୟ ଦିନ ଶେଷ ବେଳକୁ ସମୟ ଭଲରେ ଯିବ।

ଧନୁ: ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ମକର: ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । କାର୍ଯ୍ୟସ୍ଥଳରେ ଆପଣ ବାକିଆ ଥିବା କାମ ଗୁଡିକ ସଫଳତାର ସହିତ ଶେଷ କରିବେ । ଉପରିସ୍ଥ କର୍ମଚାରୀମାନେ ଖୁସି ହେବ । କିନ୍ତୁ କର୍ମସ୍ଥାନରେ କୌଣସି ଶତ୍ରୁତା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆପଣ ଆଜି ପରମ ଆନନ୍ଦ ଲାଭ କରିବେ । ସରଳତା ଆପଣଙ୍କ ଏକ ନୂଆ ଅବତାର ହେବ ଓ ଆପଣଙ୍କ ବନ୍ଧୁ ଓ ପରିଚିତମାନେ ରହସ୍ୟାଭୂତ ହୋଇଯିବେ। ଉଚ୍ଚ ସ୍ବରରେ କାହାକୁ କିଛି କୁହନ୍ତୁ ନାହିଁ। ଜଗିରଖି କଥା କୁହନ୍ତୁ।

ମୀନ: ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ। ଆଜି ଆପଣ ଜିନିଷଗୁଡିକ କିପରି ଦେଖାଯାଉଛି ତାହା ନ ଦେଖି ସେଗୁଡିକ ବାସ୍ତବରେ କଣ ତାହା ଦେଖିବାକୁ ସକ୍ଷମ ହେବେ। ଆପଣ ଆଜି ମାନସିକ ଭାରସାମ୍ୟ ହରାଇଲା ଭଳି ମନେ କରିବେ। ଆଜି କିଛି ନୂଆ କାମ ହାତକୁ ନେଇ ପାରନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.