ETV Bharat / state

ରାଉରକେଲାର ଜାତୀୟ ପତାକା କରିବ ବିଶ୍ବ ରେକର୍ଡ

ସ୍ବାଧୀନତା ଦିବସ ପାଇଁ ରାଉରକେଲାରେ ନିର୍ମାଣ ଚାଲିଛି ବିଶ୍ବର ସବୁଠୁ ବଡ ଜାତୀୟ ପତାକା । ଏହାସହ ସର୍ବାଧିକ ଲୋକ ଜାତୀୟ ସଂଗୀତ ଗାନ କରି ବିଶ୍ବ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ମାଇଲ ଫର ଏଭର ଫାଉଣ୍ଡେସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା
author img

By

Published : May 29, 2019, 7:25 PM IST

ରାଉରକେଲା: ସ୍ବାଧୀନତା ଦିବସରେ ପାଇଁ ନିର୍ମାଣ ଚାଲିଛି ବିଶ୍ବର ସବୁଠୁ ବଡ ଜାତୀୟ ପତାକା । ଏହା ସହ ସର୍ବାଧିକ ଲୋକଙ୍କ ଦ୍ବାରା ଗାନ କରାଯିବ ଜାତୀୟ ସଙ୍ଗୀତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ସ୍ମାଇଲ ଫର ଏଭର ଫାଉଣ୍ଡେସନ ପକ୍ଷରୁ ନିର୍ମାଣ ଚାଲିଛି ଜାତୀୟ ପତାକା । ବର୍ତ୍ତମାନ ସୁଦ୍ଧା 2 କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ସରିଥିବା ବେଳେ ସମୁଦାୟ 10 କି.ମି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଅନୁଷ୍ଠାନର ମୁଖ୍ୟ ସନ୍ତୋଷ ବିଶ୍ବାଳ ।

ସେକ୍ଟର-14 ଡିପିଏସ୍ ସ୍କୁଲ ପାଖ ରିଂ ରୋଡ଼ ରୁ ବିର୍ସା ଛକ ଯାଏ ସ୍ବାଧୀନତା ଦିବସରେରେ ଛାତ୍ର, ଯୁବକ ତଥା ରାଉରକେଲାର 1 ଲକ୍ଷ 50 ହଜ଼ାର ଲୋକ ଏହାକୁ ଧରି ଏକା ସହିତ ଜାତୀୟ ସଙ୍ଗୀତ ଗାନ କରି ବିଶ୍ବ ରେକର୍ଡ କରିବା ପାଇଁ ପ୍ରସ୍ତୁତ ଚଳାଇଛନ୍ତି ।

Intro:Body:

ryu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.