ETV Bharat / state

ପରିବା ଦୋକାନୀ ନାଁରେ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

author img

By

Published : Dec 15, 2020, 9:44 PM IST

ରାଉରକେଲାରେ ପୁଣି ଏକ ଜିଏସଟି ଠକେଇ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା କୋଏଲ ନଗରରେ ପରିବା ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଆସିଛି 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଅଧିକ ପଢନ୍ତୁ...

ପରିବା ଦୋକାନୀ ନାଁରେ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ
ପରିବା ଦୋକାନୀ ନାଁରେ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସୁନ୍ଦରଗଡ଼: ରାଉରକେଲାରେ ପୁଣି ଏକ ଜିଏସଟି ଠକେଇ । ପରିବା ଦୋକାନୀ ନାଁରେ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଚାଷୀ, ଡେଲିଭରୀ ବୟ ଓ ମିସ୍ତ୍ରୀଙ୍କ ପରେ ଏବେ ଜିଏସଟି ଠକେଇର ଶିକାର ହୋଇଛନ୍ତି ଜଣେ ପରିବା ଦୋକାନୀ ।

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା କୋଏଲ ନଗରରେ ପରିବା ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଆସିଛି 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି ।

ତେବେ ଉକ୍ତ କମ୍ପାନୀ ସମ୍ପର୍କରେ ଦୋକାନୀ ଜଣକ କିଛି ଜାଣିନଥିବାବେଳେ ଏତେ ଟଙ୍କା ଜି.ଏସ.ଟି ଠକେଇ ନୋଟିସ ପାଇବା ପରେ କାର୍ତ୍ତିକ ଓ ତାଙ୍କ ପରିବାର ଉପରେ ଚଡକ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.