ETV Bharat / state

ସୁବର୍ଣ୍ଣପୁରରେ ସରକାରଙ୍କ ପାଇଲଟ ପ୍ରୋଜେକ୍ଟ: ଦିବ୍ୟାଙ୍ଗଙ୍କ ପାଇଁ ‘ଉଦ୍ୟମ’ ୱେବସାଇଟ - ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ‘ଉଦ୍ୟମ’ ୱେବସାଇଟ ଉଦଘାଟନ କରାଯାଇଛି । ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକ ହେଉଥିବା କାଗଜ ପତ୍ର ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ବିଷୟରେ ଜାଣିପାରିବେ । ଏହା ସୁବର୍ଣ୍ଣପୁର ଜିଲ୍ଲାରେ ପାଇଲଟ ପ୍ରଜେକ୍ଟ ଭାବରେ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Oct 22, 2019, 5:23 PM IST

ସୁବର୍ଣ୍ଣପୁର: ସାର୍ବଜନିନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ରହି ଯାଉଥିବା ଶିଶୁଙ୍କ ପାଇଁ ଜିଲ୍ଲା ପ୍ରଶାସନ ବେଶ ଯତ୍ନବାନ ହୋଇଛି। ଅତି ଯତ୍ନ ଓ ସେବା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ଏକ ୱେବସାଇଟ ଲଞ୍ଚ କରାଯାଇଛି।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପାଞ୍ଚ ପ୍ରକାର ମାନୁଆଲ କାର୍ଯ୍ୟର ସମସ୍ୟା ଆଲୋଚନା କରିବା ସହିତ ୱେବସାଇଟକୁ ଉଦଘାଟନ କରିଛନ୍ତି। ଅନଲାଇନ ରେଜିଷ୍ଟ୍ରେସନ ସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ଶିଶୁଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧାକୁ ପହଞ୍ଚାଇବାକୁ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟରେ ପ୍ରଥମକରି ଉଦ୍ୟମର ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ୟମ ୱେବସାଇଟ ଲଞ୍ଚ କରାଯାଇଛି ।

ଯତ୍ନ , ସେବା ଓ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସମସ୍ତ ପ୍ରମାଣପତ୍ର ୱେବସାଇଟରେ ରହିବା ସହିତ ଅଭିଭାବକ ଓ ଶିଶୁ ସଭିଏଁ ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏପରି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସାର୍ବଜନୀନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ରହି ଯାଉଥିବା ଶିଶୁଙ୍କ ପାଇଁ ପ୍ରଶାସନ ପ୍ରଶାସନ ବେଶ ଯତ୍ନବାନ ହୋଇଛି।ଆଜି ଅତି ଯତ୍ନ ଓ ସେବା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ଏକ ୱେବ ସାଇଟ ଲଞ୍ଚ କରାଯାଇଛି।ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପାଞ୍ଚ ପ୍ରକାର ମାନୁଆଲ କାର୍ଯ୍ୟର ସମସ୍ୟା ଆଲୋଚନା କରିବା ସହିତ ୱେବ ସାଇଟକୁ ଉଦଘାଟନ କରିଥିଲେ।ଅନଲାଇନ ରେଜିଷ୍ଟ୍ରେସନର ସାତୋଟି ସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ଶିଶୁଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧାକୁ ପହଞ୍ଚାଇବାକୁ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟରେ ପ୍ରଥମକରି ଉଦ୍ୟମର ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି।

Body:ଯତ୍ନ , ସେବା ଓ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସମସ୍ତ ପ୍ରମାଣପତ୍ର ୱେବ ସାଇଟରେ ରହିବା ସହିତ ଅଭିଭାବକ ଓ ଶିଶୁ ସଭିଏଁ ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।ଜିଲ୍ଲାପାଳଙ୍କ ଏପରି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରିଛନ୍ତି।
ବାଇଟ 1 ମନୀଷା ବାନାର୍ଜୀ , ଜିଲ୍ଲାପାଳ , ସୁବର୍ଣ୍ଣପୁର ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.