ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନ

author img

By

Published : Dec 8, 2020, 10:04 AM IST

ସୁବର୍ଣ୍ଣପୁର ଜିଲ୍ଲା ଆଶାୟୀ କନିଷ୍ଠ ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ଆଶାୟୀ କନିଷ୍ଠ ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଦ୍ୟାଳୟ ମିଶ୍ରଣକୁ ସଙ୍ଘ ପ୍ରତିବାଦ କରି ଏହି ଆନ୍ଦୋଳନ କରିଛି। ବେଆଇନ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହିତ କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ଆଦି ତିନି ଦଫା ଦାବି ପୂରଣ ପାଇଁ ଆଶାୟୀ ଶିକ୍ଷକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏବେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ କରି ରାଜ୍ୟ ସରକାର ତାଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି। ଏବେ ହଜ଼ାର ହଜ଼ାର ସଂଖ୍ୟାରେ ଓଟିଇଟି ପାସ କରିଥିବା ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି।

ତେବେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କୌଣସି ଉଦ୍ୟମ ହେଉ ନଥିବା ଅଭିଯୋଗ ହୋଇଛି। ଆଶାୟୀ ଶିକ୍ଷକ ସଂଘର ତିନି ଦଫା ଦାବି ତୁରନ୍ତ ପୂରଣ କରା ନଗଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ବୋଲି ସଂଘ ପକ୍ଷରୁ ଧମକ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.