ETV Bharat / state

ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ - ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ସୁବର୍ଣ୍ଣପୁର ପଞ୍ଚମହଲା ଗ୍ରାମରେ ରାତିରେ ଶୋଇଥିବାବେଳେ ଦୁଇ ଭଉଣୀଙ୍କୁ କାମୁଡିଲା ବିଷଧର ସାପ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ମୃତ । ଅଧିକ ପଢନ୍ତୁ...

ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ
ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ
author img

By

Published : Oct 28, 2020, 6:07 PM IST

ସୁବର୍ଣ୍ଣପୁର: ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ । ଏ ଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପଞ୍ଚମହଲା ଗାଁରେ ଘଟିଛି ।

ବିଷଧର ସାପ କାମୁଡାରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଁର ଗୋପାଳ ଜଗଦଲାଙ୍କ ଦୁଇ ଝିଅ 23 ବର୍ଷୀୟ ଅର୍ଚ୍ଚିତା ଓ ସାନ ଝିଅ 12 ବର୍ଷୀୟ ନିକିତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ଦୁଇ ଭଉଣୀ ବାପା ମାଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ ଅର୍ଚ୍ଚିତାଙ୍କ କାନ ଏବଂ ନିକିତାଙ୍କ ଗୋଡକୁ କାମୁଡି ଦେଇଥିଲା ।

ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ପରିବାର ଲୋକେ ସାପ କାମୁଡିଥିବାର ଜାଣିପାରିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟ ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୋଟିଏ ପରିବାର ଦୁଇ ଦୁଇ ଜଣଙ୍କ ସାପ କାମୁଡାରେ ମୃତ୍ୟୁ ଘଟଣାରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.