ETV Bharat / state

ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ

author img

By

Published : Jan 16, 2020, 9:58 PM IST

ଜିଲ୍ଲାରେ ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ଏହାସହ ଟ୍ରାଫିକରୁ ଆଦାୟ ହେଉଥିବା ରାଜସ୍ୱ ମଧ୍ୟ 5 ପ୍ରତିଶତ ବୃଦ୍ଧିପାଇଛି । ଗତ ବର୍ଷ 1 କୋଟି 5 ଲକ୍ଷ ରାଜସ୍ୱ ମଧ୍ୟ ଆଦାୟ ହୋଇଛି । ଅଧିକ ପଢନ୍ତୁ...

road accident increases in subarnapur
ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ଏହାସହ ଟ୍ରାଫିକରୁ ଆଦାୟ ହେଉଥିବା ରାଜସ୍ୱ ମଧ୍ୟ 5 ପ୍ରତିଶତ ବୃଦ୍ଧିପାଇଛି । ଗତ ବର୍ଷ 1 କୋଟି 5 ଲକ୍ଷ ରାଜସ୍ୱ ମଧ୍ୟ ଆଦାୟ ହୋଇଛି । ମାତ୍ର ସଚେତନତା ଅଭାବରୁ ସଡକ ଦୁର୍ଘଟଣାରେ ନିରୀହ ଲୋକଙ୍କ ପ୍ରାଣହାନୀ ହେଉଛି । ଜିଲ୍ଲା ପୋଲିସ ଏବେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଛି । ସହରର ବିଭିନ୍ନ ଛକରେ ପୋଲିସ କର୍ମଚାରୀ ମୋଟର ସାଇକେଲ ଆରୋହୀ ଓ ବଡ ଗାଡି ଚାଳକଙ୍କୁ ସଚେତନ କରିଛନ୍ତି ।

ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ
ସଦର ଏସଡିପିଓ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରିଛନ୍ତି । ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା।ସରକାରୀ ରାଜସ୍ୱ ବି 5 ପ୍ରତିଶତ ବଢିଛି ।ଗତ ବର୍ଷ 1 କୋଟି 5 ଲକ୍ଷ ରାଜସ୍ୱ ମଧ୍ୟ ଆଦାୟ ହୋଇଛି ।ହେଲେ ସଚେତନତା ଅଭାବରୁ ସଡ଼କ ଦୁର୍ଘଟଣାରେ ନିରୀହ ଲୋକଙ୍କ ପ୍ରାଣହାନୀ ହେଉଛି।ଜିଲ୍ଲା ପୋଲିସ ଏବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଛି।ସହରର ବିଭିନ୍ନ ଛକରେ ପୋଲିସ କର୍ମଚାରୀମାନେ ମୋଟର ସାଇକେଲ ଆରୋହୀ ଓ ବଡ ଗାଡି ଚାଳକମାନଙ୍କୁ ସଚେତନ କରୁଛନ୍ତି।

Body:ସଦର ଏସଡିପିଓ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରୁଛନ୍ତି।

Conclusion:ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବାରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଂଗଠନ , ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual byte with voice over . only needs publication.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.