ETV Bharat / state

ଡଙ୍ଗା ବୁଡି ବାପ-ପୁଅ ମୃତ - ସୁବର୍ଣ୍ଣପୁର ଡଙ୍ଗା ବୁଡି ଘଟଣା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ଓ ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଡଙ୍ଗା ବୁଡି ବାପ ଓ ପୁଅଙ୍କ ମୃତ୍ୟୁ
ଡଙ୍ଗା ବୁଡି ବାପ ଓ ପୁଅଙ୍କ ମୃତ୍ୟୁ
author img

By

Published : Jan 29, 2021, 10:45 PM IST

ସୁବର୍ଣ୍ଣପୁର: ଡଙ୍ଗା ବୁଡି ବାପ ଓ ପୁଅ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ଓ ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଡଙ୍ଗା ବୁଡି ବାପ ଓ ପୁଅଙ୍କ ମୃତ୍ୟୁ
ଡଙ୍ଗା ବୁଡି ବାପ ଓ ପୁଅଙ୍କ ମୃତ୍ୟୁ

ସହରର ସୁଲେମାନ ଖାଁଙ୍କ ପରିବାରର ତିନିଜଣ ସଦସ୍ୟ ମହାନଦୀ ମଝିରେ ଥିବା ବାଇକାନୀ ମନ୍ଦିରକୁ ଡଙ୍ଗା ଯୋଗେ ବୁଲିବାକୁ ଯାଇଥିଲେ । ସଂନ୍ଧ୍ୟାରେ ଫେରିବା ସମୟରେ ଡଙ୍ଗାଟି ଓଲଟି ପଡି ବୁଡି ଯାଇଥିଲା ।

ଯାହାଫଳରେ ନଦୀରେ ବୁଡିଯାଇ ବାପ ସୁଲେମାନ ଏବଂ ସାତ ବର୍ଷର ପୁଅ ଆଜଲାଲଙ୍କ ମୃତ୍ୟୁ ଘଟିଛି । ବିନିକା ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ତେବେ ସାଙ୍ଗରେ ଯାଇଥିବା ସୁଲେମାନଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.