ETV Bharat / state

ଦେଶୀ ଧାନ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ

author img

By

Published : Jul 4, 2022, 12:05 PM IST

ଆଉ ଦେଖିବାକୁ ମିଳୁନି ବାସୁମତି ଧାନ ଚାଷ । ବାସୁମତୀର ଗୁଣଧର୍ମ ରଖିଥିବା ବିଭିନ୍ନ ପ୍ରକାରର ଦେଶୀ ଧାନ ସମ୍ପୂର୍ଣ୍ଣ ଲୋପ ପାଇବାରେ ବସିଛି । ଅଧିକ ପଢ଼ନ୍ତୁ

farmers not interested on basmati paddy cultivation in subarnapur
ଦେଶୀ ଧାନ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ

ସୁବର୍ଣ୍ଣପୁର: ଦେଶୀ ଧାନ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ। ଆଉ ଦେଖିବାକୁ ମିଳୁନି ବାସୁମତି ଧାନ ଚାଷ । ବାସୁମତିର ଗୁଣଧର୍ମ ରଖିଥିବା ପର୍ବତ କାଲିଆ ,ଲାଲ ସରକାରୀ ,ଝୁଲି ପୁଆଗି ,ଢଳିଆ ଖୁସା ଓ ଉତ୍କଳ ପ୍ରଭା ଆଦି ବିଭିନ୍ନ ପ୍ରକାରର ଦେଶୀ ଧାନ ସମ୍ପୂର୍ଣ୍ଣ ଲୋପ ପାଇବାରେ ବସିଛି।

ଦେଶୀ ଧାନ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତମାନର ଧାନ ଚାଷ ପାଇଁ ସାରା ଦେଶରେ ନାଁ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତର ତିନି ବର୍ଷ ଯାଏଁ କୃଷି କର୍ମଣ ପୁରସ୍କାର ମଧ୍ୟ ମିଳିଛି । ସୁବର୍ଣ୍ଣପୁରକୁ କୃଷି ପ୍ରାଧାନ୍ୟ ଜିଲ୍ଲା କୁହାଯାଉଥିଲେ ମଧ୍ୟ ଦେଶୀ ଚାଉଳର ଉତ୍ପାଦନ କମିବାରେ ଲାଗିଛି। ଭୋଜି ଭାତ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମୟରେ ବାସୁମତୀ କିସମ ଚାଉଳର ବେଶ ଚାହିଦା ରହିଥାଏ । କିନ୍ତୁ ଦେଶୀ ଧାନ ଚାଷରୁ ନିଜକୁ ଦୂରେଇ ରଖୁଛନ୍ତି ଚାଷୀ । କମ ଅମଳକ୍ଷମ ଧାନ ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ଚାଷୀଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.