ETV Bharat / state

ଆରପିଏଫ ଟିମକୁ ସଫଳତା, 3 ଟ୍ରେନ ଲୁଟେରା ଗିରଫ - train lootera

ଆରପିଏଫ ଟିମକୁ ସଫଳତା ।3 ଟ୍ରେନ ଲୁଟେରା ଗିରଫ। 31 ଗ୍ରାମ ସୁନା,2 ଟି ଏଟିଏମ କାର୍ଡ, ଗୋଟିଏ ଚେକବୁକ ଓ ଗୋଟିଏ ଟ୍ରଲି ବ୍ୟାଗ ଜବତ

ଫଟୋ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର
author img

By

Published : Aug 24, 2019, 3:40 AM IST

ସମ୍ବଲପୁର: ଆରପିଏଫ ଟିମକୁ ମିଳିଛି ସଫଳତା। ଆଜି ସମ୍ବଲପୁର ଆରପିଫର ସ୍ଵତନ୍ତ୍ର ଟିମ 3 ରେଳ ଲୁଟେରାକୁ ଗିରଫ କରିବା ସହ ବ୍ୟାପକ ଲୁଟ ସାମଗ୍ରୀ ଓ ସୁନା ଗହଣା ଜବତ କରିଛି। ସମ୍ବଲପୁର ଆରପିଏଫର ସ୍ବତନ୍ତ୍ର ଟିମ 3 ଜଣ ଟ୍ରେନ ଲୁଟେରାଙ୍କୁ ଗିରଫ କରିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ଗିରଫ ଲୁଟେରା ମାନେ ହେଲେ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ସଞ୍ଜୟ ସେନାପତି, ବଡ଼ବଜାର ଅଞ୍ଚଳର କୁତବୁଦ୍ଦିନ ଖାଁ ଓ ବରଗଡ଼ ଜିଲ୍ଲାର ସୁବୋଲ କୁମାର ପଣ୍ଡା ।ଏମାନଙ୍କ ଠାରୁ 31 ଗ୍ରାମ ସୁନା,2 ଟି ଏଟିଏମ କାର୍ଡ, ଗୋଟିଏ ଚେକବୁକ ଓ ଗୋଟିଏ ଟ୍ରଲି ବ୍ୟାଗ ଜବତ ହୋଇଛି।

ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ପ୍ରଦୀପ କୁମାର ସେଠୀ ଗତ ଅଗଷ୍ଟ4 ରେ ପୁରୀ ସୁରଟ ଟ୍ରେନରେ ନିଜ ପରିବାର ସହ ସୁରଟ ଯାଉଥିବା ବେଳେ ତାଙ୍କର ସାମଗ୍ରୀ ଚୋରି ହୋଇଯାଇଥିଲା। ଏହାପରେ ପ୍ରଦୀପ ସମ୍ବଲପୁର ଆରପିଏଫ ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ସମ୍ବଲପୁର ଆରପିଏଫର ଅଫିସର ହରେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ ଏହି ଲୁଟେରା ମାନଙ୍କୁ ଗିରଫ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Intro:ସମ୍ବଲପୁର ଆରପିଏଫ ଟିମ କୁ ସଫଳତା। ଆଜି ସମ୍ବଲପୁର ଆର ପି ଫ ର ସ୍ଵତନ୍ତ୍ର ଟିମ 3 ରେଳ ଲୁଟେରା କୁ ଗିରଫ କରିବା ସହ ବ୍ୟାପକ ଲୁଟ ସାମଗ୍ରୀ ଓ ସୁନା ଗହଣା ଜବତ କରିଛି।Body:ସମ୍ବଲପୁର ଆରପିଏଫ ର ସ୍ୱତନ୍ତ୍ର ଟିମ 3 ଜଣ ଟ୍ରେନ ଲୁଟେରା ଙ୍କୁ ଗିରଫ କରିଛି।ଗିରଫ ଲୁଟେରା ମାନେ ହେଲେ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ସଂଜୟ ସେନାପତି, ବଦଡ଼ବଜାର ଅଞ୍ଚଳର କୁତବୁଦ୍ଦିନ ଖାଁ ଓ ବରଗଡ଼ ଜିଲ୍ଲାର ସୁବୋଲ କୁମାର ପଣ୍ଡା ବୋଲି ସୁଚନା ଦିଆଯାଇଛି। ଏମାନଙ୍କ ଠାରୁ 31 ଗ୍ରାମ ସୁନା,2 ଟି ଏଟିଏମ କାର୍ଡ, ଗୋଟିଏ ଚେକ ବୁକ ଓ ଗୋଟିଏ ଟ୍ରଲି ବ୍ୟାଗ ଜବତ ହୋଇଛି।Conclusion:ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ପ୍ରଦୀପ କୁମାର ସେଠୀ ଗତ ଅଗଷ୍ଟ4 ରେ ପୁରୀ ସୁରଟ ଟ୍ରେନରେ ନିଜ ପରିବାର ସହ ସୁରଟ ଯାଉଥିବା ବେଳେ ତାଙ୍କର ସାମଗ୍ରୀ ଚୋରୀ ହୋଇଯାଇଥିଲା।ଏହା ପରେ ପ୍ରଦୀପ ସମ୍ବଲପୁର ଆର ପି ଏଫ ଥାନାରେ ଏତଲା ଦେଇଥିଲେ।ଏହାକୁ ଆଧାର କରି ସମ୍ବଲପୁର ଆର ପି ଏଫ ର ଅଫିସର ହରେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ ଏହି ଲୁଟେରା ମାନଙ୍କୁ ଗିରଫ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.