ETV Bharat / state

ସମ୍ବଲପୁର ଫୁଡ୍ ସେଫ୍ଟଟି ବିଭାଗ ପକ୍ଷରୁ ଚଢ଼ାଉ - ସମ୍ବଲପୁର ଫୁଡ୍ ସେଫ୍ଟଟି ବିଭାଗ

ସମ୍ବଲପୁର ସହରର ବିଭିନ୍ନ ଦୋକାନ ଗୁଡ଼ିକରେ ଫୁଡ୍ ସେଫଟି ବିଭାଗ ପକ୍ଷରୁ ଚଢ଼ାଉ । ଅଧିକାଂଶ ଦୋକାନରେ ଲାଗିଛି ଫାଇନ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଫୁଡ୍ ସେଫ୍ଟଟି ବିଭାଗ ପକ୍ଷରୁ ଚଢ଼ଉ
ସମ୍ବଲପୁର ଫୁଡ୍ ସେଫ୍ଟଟି ବିଭାଗ ପକ୍ଷରୁ ଚଢ଼ଉ
author img

By

Published : Apr 28, 2022, 9:27 PM IST

ସମ୍ବଲପୁର : ସମ୍ବଲପୁର ସହରର ବିଭିନ୍ନ ଦୋକାନ ଗୁଡ଼ିକରେ ସମ୍ବଲପୁର ମହାନଗର ନିଗମର ଫୁଡ୍ ସେଫଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଦୋକାନମାନଙ୍କରେ ଯେଉଁ ଗୁଟଖା ବିକ୍ରି ହେଉଛି, ତାହା ସ୍ବୀକୃତି ପ୍ରାପ୍ତ କି ନାହିଁ ସେନେଇ ତଦନ୍ତ କରାଯାଇଛି । ଦୋକାନୀ ଗୁଡିକୁ ସଚେତନ କରାଯିବା ସହ ବାରମ୍ବାର ସଚେତନତା ସତ୍ତ୍ୱେ ଯେଉଁମାନେ ଅବମାନନା କରୁଛନ୍ତି, ସେମାନଙ୍କର ଚାଲାଣ କଟାଯାଇଛି ।

ସମ୍ବଲପୁର ଫୁଡ୍ ସେଫ୍ଟଟି ବିଭାଗ ପକ୍ଷରୁ ଚଢ଼ଉ

ଏହି କ୍ରମରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ, ଫାଟକ ଅଞ୍ଚଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଅଞ୍ଚଳ ଆଦି ସ୍ଥାନଗୁଡିକରେ ବିଭିନ୍ନ ଦୋକାନ ଗୁଡିକରେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଫୁଡ୍ ଲାଇସେନ୍ସ ପାଇଁ ବହୁ ଦିନ ହେଲା ଆବେଦନ କରାଯାଇଥିଲେ ମଧ୍ୟ ଲାଇସେନ୍ସ ଦିଆଯାଇନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.