ETV Bharat / state

Model Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ଦେଲା ସମ୍ବଲପୁର BJP

author img

By

Published : Feb 18, 2022, 8:11 AM IST

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଗତକାଲି(ଗୁରବାର) ଫେରାଦ ହେଲା ସମ୍ବଲପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ପ୍ରଦାନ କଲା ସମ୍ବଲପୁର ଜିଲ୍ଲା ବିଜେପି

ସମ୍ବଲପୁର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଗତକାଲି(ଗୁରବାର) ଫେରାଦ ହୋଇଛି ସମ୍ବଲପୁର ଜିଲ୍ଲା ବିଜେପି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଲାପାଳଙ୍କ କର୍ଯ୍ୟାଳୟକୁ ଯାଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଏନେଇ ଅଭିଯୋଗ କରିଛି ।

ମୁଖ୍ୟତଃ ସମ୍ବଲପୁର ଜିଲ୍ଲାର ୨ଟି ବ୍ଲକରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପ୍ରଶାସନର କେତେକ କର୍ମଚାରୀ ଓ ଅଧିକାରୀ ଶାସକ ଦଳକୁ ସୁହାଉଥିବା ଭଳି କାର୍ଯ୍ୟ କରୁଥିବା ଅଭିଯାଗ କରିଛି ବିଜେପି ।

ଏହି ଭଳି ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ ବାଲାଟ ବକ୍ସ ରଖା ଯାଉଥିବା ଷ୍ଟ୍ରଙ୍ଗ ରୁମରେ ରାଜ୍ୟ ପୋଲିସ ସହ କେନ୍ଦ୍ର ସୁରକ୍ଷା ବଳକୁ ମଧ୍ୟ ଦାୟିତ୍ୱ ଦିଆଯାଉ ବୋଲି ବିଜେପି ଦାବି କରିଛି । ଏହି ସବୁ ପ୍ରସଙ୍ଗରେ ବାଧ୍ୟ ହୋଇ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ନିର୍ବାଚନ କମିଶନଙ୍କଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ସମ୍ବଲପୁର ଜିଲ୍ଲା ବିଜେପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.