ETV Bharat / state

ସମ୍ବଲପୁର ଜିଲ୍ଲାପାଳଙ୍କ ନିଆରା ଦିପାବଳୀ ପାଳନ - sambalpur collector dewali celebrate with orphant children

ଆଜି ହେଉଛି ଆଲୋକ ପର୍ଵ ଦୀପାବଳୀ। ଚାରିଆଡେ ଉତ୍ସାହର ସହ ଦୀପାବଳୀ ପାଳନ ହେଉଛି। ତେବେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛନ୍ତି। ସେ ଧନକଉଡା ସ୍ଥିତ ବାଳିକା ଆଶ୍ରମ ଯାଇ ସେଠାକାର ବାଳିକାଙ୍କ ସହ ଦୀପାବଳୀ ପାଳନ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 27, 2019, 9:32 PM IST

ସମ୍ବଲପୁର: ଆଜି ହେଉଛି ଆଲୋକ ପର୍ଵ ଦୀପାବଳୀ। ଚାରିଆଡେ ଉତ୍ସାହର ସହ ଦୀପାବଳୀ ପାଳନ ହେଉଛି। ତେବେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛନ୍ତି। ସେ ଧନକଉଡା ସ୍ଥିତ ବାଳିକା ଆଶ୍ରମ ଯାଇ ସେଠାକାର ବାଳିକାଙ୍କ ସହ ଦୀପାବଳୀ ପାଳନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଥିସହ ସେମାନଙ୍କୁ ମିଠା ଦେଇ ଦୀପାବଳିର ଶୁଭେଛା ଜଣାଇଛନ୍ତି । ଏହାପରେ ସେ ବୀର ସୁରେନ୍ଦ୍ର ସାଏ ମାନସିକ ଭିନ୍ନକ୍ଷମ କେନ୍ଦ୍ରରେ ଥିବା ପିଲାଙ୍କ ସହ କିଛି ସମୟ ବିତାଇ ଦୀପାବଳୀର ଶୁଭକାମନା ଜଣାଇଛନ୍ତି । ଏହାସହ ଜିଲ୍ଲାପାଳ ସମ୍ବଲପୁରର ବିଭିନ୍ନ ବୃଦ୍ଧାଶ୍ରମ ଓ ସରକାରୀ ଚିକତ୍ସାଳୟକୁ ଯାଇ ନିଆରା ଦୀପାବଳୀ ପାଳନ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ଆଜି ହେଉଛି ଆଲୋକ ପର୍ଵ ଦୀପାବଳୀ।ଚାରିଆଡେ ଉତ୍ସାହ ର ସହ ଦୀପାବଳୀ ପାଳନ ହେଉଛି। ତେବେ ସମ୍ବଲପୁର ଜିଲ୍ଲାପାଳ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛନ୍ତି।

Body:ଆଜି ସମ୍ବଲପୁର ଜିଲ୍ଳାପାଳ ଶୁଭମ ଶକସେନା ନିଆରା ଢଙ୍ଗରେ ଦୀପାବଲୀ ପାଳନ କରିଛନ୍ତି।ଆଜି ଜିଲ୍ଳାପାଳ ଧନ କାଉଡା ସ୍ଥିତ ବାଳିକା ଆଶ୍ରମ ଯାଇ ସେଠିକାର ବାଳିକାଙ୍କ ସହ ଦୀପାବଳୀ ପାଳନ କରିଛନ୍ତି।ସେମାନଙ୍କୁ ମିଠା ଦେଇ ଶୁଭେଛା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ପରେ ସେ ବୀର ସୁରେନ୍ଦ୍ର ସାଏ ମାନସିକ ଭିନ୍ନକ୍ଷମ କେନ୍ଦ୍ରରେ ଥିବା ପିଲାଙ୍କ ସହ କିଛି ସମୟ ବିତାଇ ଦୀପାବଳୀ ର ଶୁଭକାମନା ଜଣାଇଛନ୍ତି

Conclusion:ଆଜି ଦୀପାବଳୀ ଅବସରରେ ସେ ସମ୍ବଲପୁର ର ବିଭିନ୍ନ ବୃଦ୍ଧାଶ୍ରମ ଓ ସରକାରୀ ଚିକତ୍ସାଳୟ କୁ ଯାଇ ନିଆରା ଦୀପାବଳୀ ପାଳନ କରିଛନ୍ତି।

ବାଇଟ-1-ଶୁଭମ ଶକସେନା, ଜିଲ୍ଳାପାଳ, ସମ୍ବଲପୁର।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.