ETV Bharat / state

ସମ୍ବଲପୁରରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଡ୍ୟାମର ଆଉ 2ଟି ଗେଟ୍ - ହୀରାକୁଦରୁ ଖୋଲିଲା ଆଉ 2ଟି ଗେଟ୍

ହୀରାକୁଦ ଡ୍ୟାମରୁ ମଙ୍ଗଳବାର ଆହୁରି 2 ଟି ଗେଟ ଖୋଲାଯାଇଛି। ସୋମବାର ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 18 ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି।

ସମ୍ବଲପୁରରେ ପ୍ରବଳ ବର୍ଷା, ହୀରାକୁଦରୁ ଖୋଲିଲା ଆଉ 2ଟି ଗେଟ୍

author img

By

Published : Aug 18, 2020, 9:17 AM IST

Updated : Aug 18, 2020, 9:23 AM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ମଙ୍ଗଳବାର ଆହୁରି 2ଟି ଗେଟ ଖୋଲାଯାଇଛି। ସୋମବାର ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 18 ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି।

ଏନେଇ 2 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ଖୋଲାଯାଇଛି। ବର୍ତ୍ତମାନ 20ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର 615.95 ଫୁଟ ରହିଥିବା ବେଳେ ଉପର ମୁଣ୍ଡରୁ ଜଳ ସେକେଣ୍ଡ ପ୍ରତି 2,89,582 କ୍ୟୁସେକ ଜଳ ପ୍ରବେଶ କରୁଛି।

ଏହାସହ ତଳ ମୁଣ୍ଡକୁ 20 ଟି ଗେଟ ଓ ପାୱାର ଚେନାଲ ଜରିଆରେ 3,22,950 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 18, 2020, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.