ETV Bharat / state

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି, ଆଜି ଅର୍ଥନୈତିକ ଅବରୋଧ କରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା - koshala state mukti morcha to launch economic strike

ଆଜି (ଶୁକ୍ରବାର) ସମ୍ବଲପୁରରେ ଅର୍ଥନୈତିକ ଅବରୋଧ କରିବ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ଯୁଜୁମୁରା ଥାନା ଅନ୍ତର୍ଗତ ମୁଚିବାହାଲ ଠାରେ 55 ନମ୍ବର ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କରିବ । ଏନେଇ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ସଦସ୍ୟ ବୀରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ଅର୍ଥନୈତିକ ଅବରୋଧ କରିବ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚା

author img

By

Published : Jul 29, 2022, 8:02 AM IST

ସମ୍ବଲପୁର: ଆଜି (ଶୁକ୍ରବାର) ସମ୍ବଲପୁରରେ ଅର୍ଥନୈତିକ ଅବରୋଧ କରିବ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚା । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଯୁଜୁମୁରା ଥାନା ଅନ୍ତର୍ଗତ ମୁଚିବାହାଲ ଠାରେ 55 ନମ୍ବର ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କରିବ । ଏନେଇ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ସଦସ୍ୟ ବୀରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ଅର୍ଥନୈତିକ ଅବରୋଧ କରିବ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚା

କୋଶଳ ରାଜ୍ୟ ଗଠନ ନେଇ ଆସନ୍ତା କାଲି ଯୁଜୁମୁରା ମୋଚିବାହଲ ଠାରେ ଅର୍ଥନୈତିକ ଅବରୋଧ କରିବ କୋଶଳ ଷ୍ଟେଟ ମୁକ୍ତି ମୋର୍ଚ୍ଚା । ସକାଳ 9 ରୁ ଅଅରାହ୍ନ 2 ଟା ଯାଏଁ ମୁଚିବାହାଲ ଠାରେ ଜାତୀୟ ରାଜପଥ ଅବରୋଧ କରିବ । ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ। କୋଶଳ ରାଜ୍ୟ ଗଠନ ନେଇ ରାଜ୍ୟ ସରକାରଙ୍କ ଉଦାଶିନତା ନେଇ ଏହି ଆନ୍ଦୋଳନ କରାଯିବ ।

ତେବେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସୂଚନା ଦିଆଯାଇଛି । ସମ୍ବଲପୁର ସମେତ ବୌଦ୍ଧ, ଦେବଗଡ ଓ ଭବାନୀପାଟଣାରେ ମଧ୍ୟ ଆଜି ଏହି ଆନ୍ଦୋଳନ ହେବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.