ETV Bharat / state

କୁଚିଣ୍ଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ

author img

By

Published : Dec 8, 2019, 11:41 PM IST

Updated : Dec 9, 2019, 12:59 AM IST

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୩୧ ତାରିଖ ସୁଦ୍ଧା ତତ୍ପରତା ସହିତ ଆଇନ ପ୍ରଣୟନ କରିବାକୁ ସାମ୍ବାଦିକ ସମ୍ବିଳନୀରେ ଏହି ସୂଚନା ଦେଇଛନ୍ତି ସିଏସିର ଆବାହକ ଅଶୋକ ଦାସ ।

କମିଟିର ବୈଠକ
କମିଟିର ବୈଠକ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ଠାରେ ଏହି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କୁ ନ୍ୟାୟୋଚିତ ଦାବିରୁ ବଞ୍ଚିତ ରଖା ଯାଉଥିବା ନେଇ ସିଏସି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୂର୍ବ ପରି ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କୁଚିଣ୍ଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୩୧ ତାରିଖ ସୁଦ୍ଧା ତତ୍ପରତା ସହିତ ଆଇନ ପ୍ରଣୟନ କରନ୍ତୁ । ନଚେତ୍ ଜନସାଧାରଣ ସ୍ବତନ୍ତ୍ର ପଶ୍ଚିମ ଓଡିଶା ରାଜ୍ୟ ଦାବି କରିବାକୁ ଆହ୍ବାନ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ସାମ୍ବାଦିକ ସମ୍ବିଳନୀରେ ଏହି ସୂଚନା ଦେଇଛନ୍ତି ସିଏସିର ଆବାହକ ଅଶୋକ ଦାସ ।

ସରକାରୀ ଉଦାସୀନତା ଜାରି ରହିଲେ ଆଗକୁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ତୀବ୍ରତର ହେବା ସହ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ସମ୍ବଲପୁରରୁ ବାଦସାହା ଯୁଶମନ୍ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ରେ ଆଜି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।Body:ପଶ୍ଚିମ ଓଡିଶା କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର କୁଚିଣ୍ଡା ଠାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇକୋର୍ଟ ବେଞ୍ଚ ନେଇ ଜନସାଧାରଣଙ୍କୁ ନ୍ୟାୟୋଚିତ ଦାଦୀ ରୁ ବଞ୍ଚିତ ରଖାଯାଉ ଥିବା ନେଇ ସି ଏ ସି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।ସୁପ୍ରିମକୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୂର୍ବ ପରି ଆନ୍ଦୋଳନ ଜାରି ରହିବ ବୋଲି ଏଠାରେ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୨୦୨୦ ଜାନୁଆରୀ ୩୧ ତାରିଖ ଭିତରେ ତତପରତା ସହିତ ଆଇନ ପ୍ରଣୟନ ନ କଲେ ଜନସାଧାରଣ ସ୍ବତନ୍ତ୍ର ପଶ୍ଚିମ ଓଡିଶା ରାଜ୍ୟ ଦାବି କରିବାକୁ ଆହ୍ବାନ ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ବିଳନୀ ରେ ଏହି ସୁଚନା ଦେଇଛନ୍ତି ସି ଏ ସି ର ଆବାହକ ଅଶୋକ ଦାସ।Conclusion:ସରକାରୀ ଉଦାସୀନତା ଜାରି ରହିଲେ ଆଗକୁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ତୀବ୍ରତର ହେବ ପରି ଜଣା ପଡୁଛି।
Last Updated : Dec 9, 2019, 12:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.