ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଅଟୋ 1 ମୃତ, 10 ଆହତ

ଅଟୋ ଓଲଟି 1 ମୃତ, 10 ଆହତ । ଠିକାକାମ କରିବାକୁ ଯାଉଥିବା 17 ଜଣ କର୍ମଚାରୀ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଓଭରଲୋଡ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପାଖରୁ ଜଣାପଡ଼ିଛି।

author img

By

Published : Jun 29, 2019, 5:29 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ଅଟୋ ଓଲଟି ୧ ମୃତ ୧୦ ରୁ ଉର୍ଦ୍ଧ୍ବ ଆହତ । ଏହି ଦୁର୍ଘଟଣାଟି ସମ୍ବଲପୁର ଜିଲ୍ଲାର ମାନେଶ୍ବର ବ୍ଲକ ଠାକୁରମାଲରେ ଘଟିଛି। ମିଳିଥିବା ଖବର ଅନୁସାରେ, ରଙ୍ଗିଆଟିକରା ଗ୍ରାମର ୧୭ ଜଣ ପୁରୁଷ ଓ ମହିଳା ଖଜୁରୀପାଲିକୁ ମଜୁରୀ କାମ କରିବା ପାଇଁ ଯାଇଥିଲେ । କାମସାରି ଅଟୋରେ 17 ଜଣ ଘରକୁ ଫେରୁଥିବାବେଳେ ଠାକୁର ମାଲଠାରେ ରାସ୍ତା ଉପରକୁ ଗୋଟିଏ ଗାଇ ଆସିଯିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 16 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଓଭରଲୋଡ ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପାଖରୁ ଜଣାପଡ଼ିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

କନ୍ଧମାଳ ଜିଲ୍ଲାର ବୈଷୟିକ ଶିକ୍ଷା ଓ ତାଲିମ ପାଇଥିବା  ଛାତ୍ରଛାତ୍ରୀଙ୍କୁ  ମିଳିଛି ରୋଜଗାର । ସେମାନଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । ଫୁଲବାଣୀ ସରକାରୀ ପଲିଟେକନିକରୁ ଶେଷ ବର୍ଷର ଛାତ୍ରଙ୍କୁ ଗୁଜୁରାଟରେ ମିଳିଛି ନିଯୁକ୍ତି । 17 ଜଣ ଛାତ୍ର ଆଜି ଯାଇଛନ୍ତି ଗୁଜୁରାଟ । କଲେଜର ଶିକ୍ଷକ ମଧ୍ୟ ସାଥିରେ ଯାଇଛନ୍ତି । ହୋମ୍ ସିକ୍ ଓ  ପରିବେଶକୁ ଖାପ ଖୁଆଇବା ପାଇଁ କାଉନସିଲିଙ୍ଗ କରିଛନ୍ତି ଅଧକ୍ଷ । ଆମେ ନୁଆ ନିଯୁକ୍ତି ସୁଯୋଗ ପାଇ ଉତ୍ସାହିତ ବୋଲି କହିଛନ୍ତି ଛାତ୍ର ମାନେ ।
ବାଇଟ୍ (1) ଛାତ୍ର, ନା କହିଛି 
         (2) ନା କହିଛି 
         (3) ଡ. ଶ୍ରୀକାନ୍ତ ସାହୁ,ଅଧକ୍ଷ,ସରକାରୀ ପଲିଟେକନିକ୍ ଫୁଲବାଣୀ 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.