ETV Bharat / state

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ - Annual bird count census

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ। ପକ୍ଷୀ ଗଣନାରେ ବନ ବିଭାଗର ୩୮ଟି ଗ୍ରୁପ ସାମିଲ ହୋଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ପ୍ରକ୍ରିୟା ଚାଲିବ । ଅଧିକ ପଢ଼ନ୍ତୁ

bird counts begin in hirakud
ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
author img

By

Published : Jan 7, 2022, 9:09 AM IST

ସମ୍ବଲପୁର: ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ। ପକ୍ଷୀ ଗଣନାରେ ବନ ବିଭାଗର ୩୮ଟି ଗ୍ରୁପ ସାମିଲ ହୋଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ପ୍ରକ୍ରିୟା ଚାଲିବ ।

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଚାଲିଛି। ଏହି ଗଣନା ପ୍ରକ୍ରିୟାରେ ବନ ବିଭାଗର ୩୮ଟି ଗ୍ରୁପ ସହ ପକ୍ଷୀ ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରର ୫୩୩ ବର୍ଗକିମି ଅଞ୍ଚଳର ୧୫ଟି ସେକ୍ଟରରେ ପକ୍ଷୀ ଗଣନା କରାଯିବ। ଏଥିରେ ମୋଟ ୩୦ଟି ବୋଟ ନିୟୋଜିତ ହୋଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡିଶା ଛତିଶଗଡ଼ ସୀମାନ୍ତ ଅଞ୍ଚଳର ଅତିରିକ୍ତ ୩୮ ବର୍ଗକିମି ଅଞ୍ଚଳରେ ପକ୍ଷୀ ଗଣନା ହେଉଛି। ଏନେଇ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ହୀରାକୁଦକୁ କେତେ ସଂଖ୍ୟକ ପକ୍ଷୀ ଆସିଛନ୍ତି ସେନେଇ ଆସନ୍ତା ୯ ତାରିଖରେ ସୂଚନା ଦିଆଯିବ । ଏନେଇ ସୂଚନା ଦେଇ କହିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.