ETV Bharat / state

ସମ୍ବଲପୁରରୁ 91 କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁର

ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ରାଜ୍ୟର କୋରୋନା ମାମଲା । ଏହାରି ମଧ୍ୟରେ ଗୁରୁବାର ସମ୍ବଲପୁରରୁ 91 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁଣି ସମ୍ବଲପୁରରୁ  91 କୋରୋନା ଅକ୍ରାନ୍ତ ଚିହ୍ନଟ

author img

By

Published : Sep 17, 2020, 8:11 PM IST

ସମ୍ବଲପୁର: ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ରାଜ୍ୟର କୋରୋନା ମାମଲା । ଏହାରି ମଧ୍ୟରେ ଗୁରୁବାର ସମ୍ବଲପୁରରୁ 91 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ଚିହ୍ନଟ ହୋଇଥିବା 91 ଆକ୍ରାନ୍ତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ, ଜମନକିରା, ରେଢାଖୋଲ, କୁଚିଣ୍ଡା, ବାମରା, ନାକଟି ଦେଉଳ ଅଞ୍ଚଳର ଅଟନ୍ତି। ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଏବେସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4449ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3381 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 1048 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଜିଲ୍ଲାରେ ମୋଟ 20 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.