ETV Bharat / state

ସମ୍ବଲପୁରରୁ ଆଉ 83 କୋରୋନା ପଜିଟିଭ ଚିହ୍ନଟ - ସମ୍ବଲପୁର କୋରୋନା ପଜିଟିଭ ଖବର

ରବିବାର ସମ୍ବଲପୁର ଜିଲ୍ଲାରୁ ଆଉ 83 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3298ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ସମ୍ବଲପୁର ଜିଲ୍ଲାରୁ ଆଉ 83 କୋରୋନା ପଜିଟିଭ ଚିହ୍ନଟ

author img

By

Published : Sep 6, 2020, 8:13 PM IST

ସମ୍ବଲପୁର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସମ୍ବଲପୁର ଜିଲ୍ଲାରୁ 83 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲାରେ ରବିବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଲି ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3298 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2539 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ 744 କୋରୋନା ମାମଲା ସକ୍ରିୟ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.