ETV Bharat / state

ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ

author img

By

Published : Sep 9, 2022, 12:42 PM IST

ରାୟଗଡ଼ାରେ ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ। ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନଥିବା ସୂଚନା । ଅଧିକ ପଢ଼ନ୍ତୁ

minor girls missing from swashar house in rayagada
ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ

ରାୟଗଡ଼ା: ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ । ରାୟଗଡା ସହରର ହାଉସିଂ ବୋର୍ଡ କୋଲୋନୀ ସ୍ଥିତ ସେହ୍ନ ସ୍ବଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି । ସ୍ବଧାର ଗୃହ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି ।

ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ

ଏହା ମଧ୍ୟ ପଢ଼ନ୍ତୁ: ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଗତ ୪ ତାରିଖରୁ ଦୁଇ ନାବାଳିକା ନିଖୋଜ ରହିଥିବା ସୂଚନା ମିଳିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.