ETV Bharat / state

ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ

ରାୟଗଡ଼ା ଜିଲ୍ଲାର ମଙ୍ଗଳ ବିଭାଗରେ ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ ଆଣିଛନ୍ତି ପ୍ରାର୍ଥୀ ।

ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ
author img

By

Published : Nov 16, 2019, 5:21 AM IST

ରାୟଗଡ଼ା: ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ରାୟଗଡ଼ା ଜିଲ୍ଲାର ମଙ୍ଗଳ ବିଭାଗରେ ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ ଆଣିଛନ୍ତି ପ୍ରାର୍ଥୀ । ପ୍ରକାଶିତ ଶିକ୍ଷକ ନିଯୁକ୍ତ ତାଲିକାରେ ବ୍ୟାପକ ତ୍ରୃଟି ରହିଥିବା ଦର୍ଶାଇ ସେମାନେ ଏହାର ପୁନର୍ବିଚାର କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି ।

ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ

ନିୟମ ଅନୁଯାୟୀ, ଓଏସଏସଟିଇଟି ପାସ କରିଥିବା ନିଜସ୍ବ ଜିଲ୍ଲା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେବାକୁ ନିୟମ ଥିବାବେଳେ ଏହାକୁ ଉଲଂଙ୍ଘନ କରାଯାଇ ପାସ କରି ନଥିବା ପ୍ରାର୍ଥୀଙ୍କ ନାଁ ତାଲିକାରେ ରହିଛି ।

ଏପରିକି ପୂର୍ବ ପ୍ରକାଶିତ ୧୭୦ ଜଣିଆ ଡ଼୍ରାଫ୍ଟ ଲିଷ୍ଟରେ ନାମ ନଥିବା ପ୍ରାର୍ଥୀଙ୍କ ନାମ ମଧ୍ୟ ନିଯୁକ୍ତି ତାଲିକାରେ ରହିଛି । ଏଭଳି ଗୁରୁତର ତ୍ରୃଟି ଥିବା ତାଲିକା କିଭଳି ପ୍ରକାଶ ପାଇଲା ବୋଲି ଅଭିଯୋଗ କରିବା ସହ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ ।

ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କ କହିବା କଥା ସରକାରଙ୍କ ସମସ୍ତ ନିର୍ଦ୍ଦେଶ ଏବଂ ନିଯୁକ୍ତି ପ୍ରକ୍ରିୟା ନିୟମ ମୁତାବକ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ଼ା ଜିଲ୍ଲାରେ ମଙ୍ଗଳ ବିଭାଗରେ ଶିକ୍ଷକ ନିଯୁକ୍ତିରେ ଅନିୟମତିତା । Body:ରାୟଗଡ଼ା ଜିଲ୍ଲାରେ ମଙ୍ଗଳ ବିଭାଗରେ ଶିକ୍ଷକ ନିଯୁକ୍ତିରେ ଅନିୟମତିତା ଅଭିଯୋଗ ଆଣିଛନ୍ତି ପ୍ରର୍ଥା । ପ୍ରକାଶିତ ଶିକ୍ଷକ ନିଯୁକ୍ତ ତାଲିକାରେ ବ୍ୟାପକ ତୃଟି ରହିଥିବା ଦର୍ଶାଇ ସେମାନେ ଏହାର ପୁନର୍ବିଚାର କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି । ନିୟମ ଅନୁଯାଇ ଓଏସ୍ଏସ୍ଟିଇଟି ପାସ କରିଥିବା ନିଜସ୍ୱ ଜିଲ୍ଲା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେବାକୁ ନିୟମ ଥିବା ବେଳେ ଏହାକୁ ଉଲଙ୍ଘନ କରାଯାଇ ପାସ କରିନଥିବା ପ୍ରାର୍ଥୀଙ୍କ ନାଁ ତାଲିକାରେ ରହିଛି । ଏପରିକି ପୁର୍ବ ପ୍ରକାଶିତ ୧୭୦ ଜଣିଆ ଡ଼୍ରାଫଟ ଲିଷ୍ଟରେ ନାଁ ନଥିବା ପ୍ରାର୍ଥୀଙ୍କ ନାଁମଧ୍ୟ ନିଯୁକ୍ତି ତାଲିକାରେ ରହିଛି । ଏଭଳି ଗୁରୁତର ତୃଟି ଥିବା ତାଲିକା କିଭଳି ପ୍ରକାଶ ପାଇଲା ବୋଲି ଅଭିଯୋଗ କରିବା ସହ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କ କହିବା କଥା ସରକାରଙ୍କ ସମସ୍ତ ନିର୍ଦ୍ଧେଶ ଏବଂ ନିଯୁକ୍ତି ପ୍ରକ୍ରିୟା ନିୟମ ମୁତାବକ ହୋଇଛି ।
Conclusion:ରାୟଗଡ଼ା ଜିଲ୍ଲାରେ ମଙ୍ଗଳ ବିଭାଗରେ ଶିକ୍ଷକ ନିଯୁକ୍ତିରେ ଅନିୟମତିତା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.