ETV Bharat / state

ରାୟଗଡ଼ା ଜିଲ୍ଲାପରିଷଦଙ୍କ ପରଲୋକ, ଶୋକାକୁଳ ପରିବେଶରେ ଗମାଙ୍ଗଙ୍କୁ ବିଦାୟ - ରାୟଗଡ଼ା ଜିଲ୍ଲାପରିଷଦଙ୍କ ପରଲୋକ

ସଡକ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲାପରିଷଦ ଅଧକ୍ଷଙ୍କ ମୃତ୍ୟୁ । ସ୍ବର୍ଗତ ଗମାଙ୍ଗଙ୍କ ମର ଶରୀରକୁ ମନ୍ତ୍ରୀ ଠାରୁ ବିଧାୟକ ସମସ୍ତେ ପହଞ୍ଚି ଶେଷ ଦର୍ଶନ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

PHOTO
ZP MEMBER RAYAGADA
author img

By

Published : Dec 25, 2019, 8:31 PM IST

ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ଗମାଙ୍ଗଙ୍କ ପରଲୋକ । ଜିଲ୍ଲାରେ ଛାଇ ରହିଛି ଶୋକାକୁଳ ପରିବେଶ । ଆଜି ତାଙ୍କ ମର ଶରୀରକୁ ଧରି ଏକ ଶୋଭାଯାତ୍ରା କରାଯିବା ପରେ ଜନ୍ମମାଟି ଅନ୍ତରଝୋଲିକୁ ନିଆଯାଇଥିଲା । ସେଠାରେ ସ୍ବର୍ଗତ ଗମାଙ୍ଗଙ୍କ ମର ଶରୀରକୁ ମନ୍ତ୍ରୀଙ୍କ ଠାରୁ ବିଧାୟକ ସମସ୍ତେ ପହଞ୍ଚି ଶେଷ ଦର୍ଶନ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

rayagada zila parisad died

ଗତକାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅସିଦ୍ଧ ଘୋଷଣା ପରେ, ଦୁର୍ଘଟଣାର ଶିକାର ହୋଇଥିଲେ ଗମାଙ୍ଗ । ରାୟଗଡ଼ାରୁ ଗୁଣପୁର ଫେରୁଥିବା ବେଳେ ତାଣ୍ଡିକଣା ଠାରେ ଭାରସାମ୍ୟ ହରାଇ ଗୁରୁତର ହୋଇଥିଲେ ଗମାଙ୍ଗ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୁଣପରୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । କିନ୍ତୁ ଅଧିକ ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣାରେ ରାୟଗଡ଼ ଜିଲ୍ଲାପରିସଦ ଅଧକ୍ଷଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଶୋକାକୁଳ ପରିବେଶ । Body:ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଆସିଦ୍ଧ ହେବା ସହ ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି ରାୟଗଡ ଜିଲ୍ଲାପରିସଦ ଅଧକ୍ଷ ଡ଼ ପୁରୁଷୋତ୍ତମ ଗମାଙ୍ଗ। ସେ ଗତକାଲି ସନ୍ଧ୍ୟାରେ ରାୟଗଡ଼ରୁ ଗୁଣପୁର ଫେରୁଥିବା ବେଳେ ରମାନାଗୁଡା ନିକଟ ତାଣ୍ଡିକଣା ଠାରେ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରାଯାଇଥିଲା।ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଗୁଣପୁର ପ୍ରଥମେ ଏକ ବୋଲେରରେ ଫେରୁଥିଲେ କିଛ ବାଟ ଆସିବାପରେ ମୋଟର ସାଇକଲ ଯୋଗେ ଫେରିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇମୃତ୍ୟୁ ବାରାଁ କରିଛନ୍ତି । ଆଜି ତାଙ୍କ ଶବ ବ୍ୟବଛେଦ ପରେ ଏକ ଶୋଭାଯାତ୍ରାରେ ରମାନାଗୁଡା ବ୍ଲକର ଜନ୍ମ ମାଟି ଅନ୍ତରଝୋଲି ନିଆଯାଇଥିଲା । ସେଠାରେ ସ୍ବର୍ଗତ ଗମାଙ୍ଗଙ୍କ ମରଶରୀରକୁ ମନ୍ତ୍ରୀଠାରୁ ବିଧାୟକ ସମସ୍ତେ ପହଞ୍ଚି ଶେଷ ଦର୍ଶନ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି।Conclusion:ସଡକ ଦୁର୍ଘଟଣାରେ ରାୟଗଡ଼ ଜିଲ୍ଲାପରିସଦ ଅଧକ୍ଷଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଶୋକାକୁଳ ପରିବେଶ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.