ETV Bharat / state

ରାୟଗଡାରେ ଜାତୀୟ ମହିଳା କମିଶନ ସଦସ୍ୟା - ରାୟଗଡାରେ ସମୀକ୍ଷା କଲେ ମହିଳା କମିଶନ

ଜାତୀୟ ମହିଳା କମିଶନର ସଦସ୍ୟା ରାୟଗଡାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଠିକ୍ ଭାବେ ସମସ୍ତ ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Sep 18, 2019, 4:53 PM IST

ରାୟଗଡା: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ । ଏହି ଗସ୍ତ ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳା ମାନଙ୍କ ପାଇଁ ହୋଇଥିବା ଯୋଜନା ଗୁଡିକ ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ ପିତା ମହଲ ଠାରେ ଥିବା କସ୍ତୁରବା ବାଳିକା ବିଦ୍ୟାଳୟ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେ ହଷ୍ଟେଲରେ ଥିବା ନାବାଳିକାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଖେଳ ଉପରେ ସମୀକ୍ଷା କରିଥିଲେ । ଏହାସହ ବାଲ୍ୟବିବାହ, ଅଙ୍ଗନବାଡି, ୱାନ ଷ୍ଟପ ସେଣ୍ଟର, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲାରେ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାରେ ସମସ୍ତ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି, ଗୁଣୁପୁର ଓ ରାୟଗଡାର ଉପଜିଲ୍ଲାପାଳଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଓଡିଶାକୁ କ୍ଳିନଚିଟ ଡେଲେ ଜାତୀୟ ମହିଳା କମିଶନ ସଦସ୍ୟ Body:ଜାତୀୟ ମହିଳା କମିଶନ ସଦସ୍ୟା ଶ୍ରୀମତୀ ଚନ୍ଦ୍ରମୁଖୀ ଦେବୀ ଦିନିକିଆ ରାୟଗଡା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳାଙ୍କ ଉପରେ ହୋଇଥିବା ଯୋଜନା ଉପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, SP Dr ସର୍ବଣ ବିବେକ M, DLSA ସମ୍ପାଦକ,PD DRDA, ଗୁଣୁପୁର ଓ ରାୟଗଡା ଉପଜିଲ୍ଲାପାଳ, ତଥା ସମସ୍ତ ଜିଲ୍ଲା ସ୍ଥାରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରେ ହୋଷ୍ଟେଲରେ ଥିବା ଝିଅଙ୍କ ଶିକ୍ଷା,ଖେଳ, ସ୍ୱାସ୍ଥ୍ୟ ଉପରେ ସମୀକ୍ଷା କରିବା ସହ ବାଲ୍ୟବିବାହ, ଅଙ୍ଗନବାଡି,ୱାନ ଷ୍ଟପ ସେଣ୍ଟର, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲାରେ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା ସହ କିଛି ଉପଦେଶ ଦେଇଥିଲେ। ଏତଦ୍ ବ୍ୟତୀତ ପିତାମହଲ ଠାରେ ଥିବା କସ୍ତୁରଵା ବାଳିକା ବିଦ୍ୟାଳୟ ଗସ୍ତରେ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ ।ଜିଲ୍ଲାରେ ସମସ୍ତ ଯୋଜନା ଠିକ ଭାବେ ଜରି ରହିଥିବାରୁ କାମିଶନ ସଦସ୍ୟା ସନ୍ତୋଷ ପ୍ରକାଶ କରିଥିଲେ ।Conclusion:ଓଡିଶାକୁ କ୍ଳିନଚିଟ ଡେଲେ ଜାତୀୟ ମହିଳା କମିଶନ ସଦସ୍ୟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.