ETV Bharat / state

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ନିଯୁକ୍ତି ପାଇଲେ ଯୁବକଯୁବତୀ - ଓଡିଶା ଦକ୍ଷତା ବିକାଶ ସଂସ୍ଥା, ଭୁବନେଶ୍ବର

ରାୟଗଡା ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ । ୧୬୧୬ ଜଣ ବେକାର ଯୁବକଯୁବତୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୮ ଜଣ ବିଭିନ୍ନ କମ୍ପାନୀରେ ନିଯୁକ୍ତିପତ୍ର ମିଳିଛି ।

district-level-job-fair-programme-in-rayagada
ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ
author img

By

Published : Dec 18, 2019, 10:51 PM IST

ରାୟଗଡା: ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ । ରାୟଗଡା ଜିଲ୍ଲାର ବେକାର ସମାସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଛି ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା । ନିଯୁକ୍ତି ମେଳାରେ 14ଟି ବେସରକାରୀ ସଂସ୍ଥା, 16ଟି ତାଲିମ ପ୍ରଦାନ କରି ନିଯୁକ୍ତିଦେବା ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି। ଏପରିକି ଭାରତୀୟ ବାୟୁ ସେନା ତରଫରୁ ମଧ୍ୟ ନିଯୁକ୍ତି ସୁଯୋଗ ଉପରେ ଯୁବକ ଯୁବତୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ମେଳାରେ ୧୬୧୬ ଜଣ ବେକାର ଯୁବକଯୁବତୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୮ ଜଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିଭିନ୍ନ କମ୍ପାନୀରେ ନିଯୁକ୍ତିପତ୍ର ମିଳିଛି ।

ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଉଦ୍ୟଗ କ୍ଷେତ୍ରରେ ନାଁ କମେଇଥିବା ଯୁବବର୍ଗର ରୋଲ ମଡେଲ ଭାବେ ପି ମମିତା ଓ ସୁନାରାମ ଟୁଡୁଙ୍କୁ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ଏସ ଭି ଏନ ରାଓ, ଓଡିଶା ଦକ୍ଷତା ବିକାଶ ସଂସ୍ଥା, ଭୁବନେଶ୍ବର ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯୁବ ବର୍ଗଙ୍କୁ ସରକାରୀ ଚାକିରୀ ପଛରେ ନ ଧାଇଁ ତାଲିମ ସହ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro: ଜିଲ୍ଲା ସ୍ଥରୀୟ ନିଯୁକ୍ତିମେଳାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀBody:ରାୟଗଡା ଜିଲ୍ଲାର ବେକାର ସମାସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରେ ଆୟୋଜନ କରିଛି ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା। ଉକ୍ତ ନିଯୁକ୍ତି ମେଳାରେ 14ଟି ବେସରକାରୀ ସଂସ୍ଥା 16ଟି ତାଲିମ ପରେ ନିଯୁକ୍ତିଦେବା ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି। ଏପରିକି ଭାରତୀୟ ବାୟୁ ସେନା ତରଫରୁ ମଧ୍ୟ ନିଯୁକ୍ତି ସୁଯୋଗ ଉପରେ ଯୁବକଯୁବତୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ମେଳାରେ ୧୬୧୬ ଜଣ ବେକାର ଯୁବକଯୁବତୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୮ ଜଣ ବେକାର ଯୁବକଯୁବତୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ମିଳିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଉଦ୍ୟଗ କ୍ଷେତ୍ରରେ ନାଁ କମେଇଥିବା ଯୁବବର୍ଗର ରୋଲ ମଡେଲ ଭାବେ P ମମିତା ଓ ସୁନାରାମ ଟୁଡୁଙ୍କୁ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ଏସ ଭି ଏନ ରାଓ, Odisha skill development authority BBSR, ରାୟଗଡା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯୁବ ବର୍ଗଙ୍କୁ ସରକାରୀ ଚାକିରୀ ପଛରେ ନଗୋଡେଇ ତାଲିମ ସହ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଦେଇଛନ୍ତି।Conclusion: ଜିଲ୍ଲା ସ୍ଥରୀୟ ନିଯୁକ୍ତିମେଳାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଲେ ବେକାର ଯୁବକଯୁବତୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.