ETV Bharat / state

କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି : ଜଣେ ମୃତ, ୧୨ ଗୁରୁତର

ରାୟଗଡ଼ା ଜିଲ୍ଲା କାଶୀପୁରରେ ଲଗାଣ ବର୍ଷା ପରେ ବଢି ଯାଇଛି ଲୋକଙ୍କ ସମସ୍ୟା । ୪ଦିନ ହେଲା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଅଧିକ ପଢ଼ନ୍ତୁ

author img

By

Published : Jul 14, 2022, 11:05 PM IST

କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି : ଜଣେ ମୃତ, ୧୨ ଗୁରୁତର
କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି : ଜଣେ ମୃତ, ୧୨ ଗୁରୁତର

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଗତ ୪ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଲଗାଣ ବର୍ଷା ଦାଉରୁ ମୁକ୍ତି ମିଳିନଥିବା ବେଳେ ଗାଁରେ ବ୍ୟାପିଛି ଝାଡାବାନ୍ତି ରୋଗ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କାଶୀପୁର ବ୍ଳକ ଡୁଡୁକାବାହଲ ପଞ୍ଚାୟତ ସଦରରେ ସବିତା ନାୟକ । ସେହିପରି ୧୨ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସମସ୍ତ ଗୁରୁତରଙ୍କୁ କାଶୀପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କାଶୀପୁର ବ୍ଳକ ଡୁଡୁକାବାହଲ ପଞ୍ଚାୟତର ୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶଙ୍କରଡ଼ା ପଞ୍ଚାୟତର ଗୋରିଘାଟି ଗ୍ରାମରେ ୪ଜଣ, ମାଇକଞ୍ଚ ପଞ୍ଚାୟତର କାକିରି ପଦର ଗ୍ରାମର ଦୁଇଜଣ ଓ ଟିକିରି ସ୍ଥିତ ବନ୍ଧସାହିର ଜଣେ ଏପରି ୧୨ଜଣ ଆକ୍ରାନ୍ତ ହୋଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.