ETV Bharat / state

ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ଦାବି - freedom fighter Bir Binayak

ଓଡିଶା ପ୍ରଦେଶ କେଶରୀଆ ହିନ୍ଦୁ ବାହିନୀର ଡ଼ାକରାରେ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି । ଅଧିକ ଖବର ପଢନ୍ତୁ...

ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ଦାବୀ

author img

By

Published : Nov 14, 2020, 11:38 AM IST

ରାୟଗଡା: ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି । ଏନେଇ ଓଡିଶା ପ୍ରଦେଶ କେଶରୀଆ ହିନ୍ଦୁ ବାହିନୀର ଡାକରାରେ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ଏହି ଦାବି କରାଯାଇଛି । ଏନେଇ ଶନିବାର ରାୟଗଡା ଶାଖା କେଶରୀଆ ହିନ୍ଦୁ ବାହିନୀର ଜିଲ୍କା ସଭାପତି ହଳଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ଦାବୀ

ଏହି ସ୍ମାରକ ପତ୍ରରେ ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକର ଦେଶର ସ୍ବାଧୀନତା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ମିଶି ଦେଶର ସ୍ବାଧୀନତା ପାଇଁ ଲଢ଼ି ସାରା ଜୀବନ ବନ୍ଦୀଭାବେ କାଟି ଶେଷନିଶ୍ୱାସ ତ୍ୟାଗ କରିଥିଲେ ।

ତେଣୁ ଭାରତ ସରକାର ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସ୍ବାଧୀନତା ସଂଗ୍ରାମୀ ବୀର ବିନାୟକ ଦାମଦର ସବରକରଙ୍କୁ ଭାରତରତ୍ନ ପ୍ରଦାନ ଦାବି ଉଠିଲା ରାୟଗଡାରେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.