ETV Bharat / state

ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ

ଗୁରୁବାର ଗୁଜୁରାଟ ବରୋଦାରୁ ବାଲେଶ୍ବରକୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ମୁନିଗୁଡା ନିକଟ ଧାଣ୍ଡରା ଗେଟ ନିକଟରେ ଟ୍ରେନ ଅଟକିବାରୁ 6ଜଣ ଶିଶୁ ସମେତ 27 ଜଣ ଓହ୍ଲାଇ ପଡିଛନ୍ତି ।

http://10.10.50.80:6060///finalout3/odisha-nle/finalout/29-May-2020/7385900_rgh.mp4
ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ
author img

By

Published : May 29, 2020, 1:30 PM IST

ରାୟଗଡା: ପୁଣି ଶ୍ରମିକ ଟ୍ରେନରୁ ଅଧା ବାଟରେ ଓହ୍ଲାଇଲେ ଅମାନିଆ ପ୍ରବାସୀ ଓଡ଼ିଆ । ଗୁରୁବାର ଗୁଜୁରାଟ ବରୋଦାରୁ ବାଲେଶ୍ବରକୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ମୁନିଗୁଡା ନିକଟ ଧାଣ୍ଡରା ଗେଟ ନିକଟରେ ଟ୍ରେନ ଅଟକିବାରୁ 6ଜଣ ଶିଶୁ ସମେତ 27 ଜଣ ଓହ୍ଲାଇ ପଡିଛନ୍ତି ।

ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ

ଖବର ପାଇ RPF ପହଞ୍ଚି ସେମାନଙ୍କୁ ପ୍ରଶାସନକୁ ହସ୍ତାନ୍ତର କରିବାପରେ ସମସ୍ତଙ୍କୁ ବିଷମ କଟକ ଅସ୍ଥାୟୀ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସମସ୍ତେ ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରୁ ବୋଲି ଜଣାପଡିଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.