ETV Bharat / state

ହୋଟେଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ - ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ସିଟି ରୋଡ

ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି  । ଅଧିକ ପଢନ୍ତୁ...

hotel manager death
ହୋଟେଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Feb 1, 2020, 6:30 PM IST

ପୁରୀ: ଜିଲ୍ଲାର ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ସେହି ହୋଟେଲରେ ଦୀର୍ଘ 15 ବର୍ଷ ଧରି ମ୍ୟାନଜର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ବସନ୍ତ ସେଠୀ ବୋଲି ଜଣାପଡିଛି ।

ହୋଟେଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ଗତକାଲି ରାତିରୁ ସେ ନିଜ ପରିବାର ଲୋକଙ୍କ ଫୋନ ଉଠାଉ ନଥିଲେ । ପରେ ଘର ଲୋକେ ହୋଟେଲ ଯାଇ ଦେଖିବା ବେଳକୁ ସେ ରୁମ ନମ୍ବର 301ରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ । ତାଙ୍କୁ କେହି ହତ୍ୟା କରିଥିବା ଘର ଲୋକ ଅଭିଯୋଗ କରିଥିବାବେଳେ ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହତ୍ୟାକାଣ୍ଡ ସନ୍ଦେହBody:Anchor-ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ଼ ଅଂଚଳରେ ଥିବା ଏକ ଘରୋଇ ହୋଟେଲ ରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି | ହୋଟେଲ ମାଟି ର ହୋଟେଲ ମ୍ୟାନେଜରଙ୍କ ହୋଇଛି ମୃତ୍ୟୁ | ତାଙ୍କ ନା ବସନ୍ତ ସେଠୀ ବୋଲି ଜଣା ପଡିଛି | 15 ବର୍ଷ ହେବ ବସନ୍ତ ସେହି ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟକରୁଥିଲେ | ତେବେ ଗତକାଲି ରାତିରୁ ସେ ଘର ଫୋନ ରିସିଭ ନକରିବାରୁ ଘର ଲୋକ ହୋଟେଲ ଯାଇ ଦେଖିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ରୁମ ନମ୍ବର 301 ରେ ସେ ତଳେ ପଡ଼ିଥିଲେ | ତେବେ
ତାଙ୍କୁ କେହି ହତ୍ୟା କରିଥିବା ଘର ଲୋକ ଅଭିଯୋଗ କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ ବିଭାଗ ର ଛାନଭିନ ଆରମ୍ଭ କରିଛି | ତେବେ ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପୋଲିସ କହିଛି |

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.