ETV Bharat / state

ବ୍ରହ୍ମଗିରିରୁ ଉଦ୍ଧାର ହେଲା ସାପ ଓ ଅଣ୍ଡା

author img

By

Published : Mar 14, 2021, 12:09 PM IST

ଚଳିତ ବର୍ଷ ଓଡ଼ିଶାରେ ପ୍ରଥମ ସାପ ଉଦ୍ଧାର କରାଯାଇଛି । ଏହାସହ ଏକାଧିକ ସାପ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବ୍ରହ୍ମଗିରିରୁ ଉଦ୍ଧାର ହେଲା ସାପ ସହ ଅଣ୍ଡା
ବ୍ରହ୍ମଗିରିରୁ ଉଦ୍ଧାର ହେଲା ସାପ ସହ ଅଣ୍ଡା

ବ୍ରହ୍ମଗିରି: ଚଳିତ ବର୍ଷ ଓଡ଼ିଶାରେ ପ୍ରଥମ ସାପ ଉଦ୍ଧାର କରାଯାଇଛି । ଏହାସହ ଏକାଧିକ ସାପ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି । ବ୍ରହ୍ମଗିରି ମଥୁରା ଗ୍ରାମରୁ ସାପ ଉଦ୍ଧାରକାରୀ ସଦସ୍ୟ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଦ୍ଵାରା ସାପ ସହ ଏକାଧିକ ଅଣ୍ଡା ଉଦ୍ଧାର କରାଯାଇଛି ।

ବ୍ରହ୍ମଗିରିରୁ ଉଦ୍ଧାର ହେଲା ସାପ ସହ ଅଣ୍ଡା

ବ୍ରହ୍ମଗିରି ରେଞ୍ଜ ଅଧୀନ ମଥୁରା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ସାପ ପଶିଥିବା ଖବର ପାଇ ସିଦ୍ଧାର୍ଥ ପହଞ୍ଚିଥିଲେ। ସେଠାରେ ସାପ ସହିତ ତାର ଏକାଧିକ ଅଣ୍ଡା ଥିବାର ସେ ଦେଖିବାକୁ ପାଇଥିଲେ । ସାପଟିକୁ ଜଙ୍ଗଲରେ ଛାଡିବା ସହ ଅଣ୍ଡା ଗୁଡିକୁ ପଟ୍ଟନାୟକ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଅଣ୍ଡାର ରକ୍ଷଣାବେକ୍ଷଣ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.