ETV Bharat / state

ରାକ୍ଷୀ ବାନ୍ଧିଲେ ବଡ ଠାକୁର

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଘରେ ଘରେ ଉତ୍ସବର ମାହୋଲ । ସେପଟେ ଶ୍ରୀମନ୍ଦିରରେ ମଧ୍ୟ ଏନେଇ ସତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

author img

By

Published : Aug 15, 2019, 12:59 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଘରେ ଘରେ ଉତ୍ସବର ମାହୋଲ । ସେପଟେ ଶ୍ରୀମନ୍ଦିରରେ ମଧ୍ୟ ଏନେଇ ସତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର । ହଜାର ହଜାର ଶ୍ରଦ୍ଧାଳୁ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ପରେ ତିନି ବାଡ଼ରେ ଯାତ୍ରାଙ୍ଗି ମହାସ୍ନାନ, ପରେ ମଇଲମ , ଘଣ୍ଟ, ଛତା , ସର୍ବାଙ୍ଗ , ଛ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମାଆ ସୁଭଦ୍ରାଙ୍କ ଦ୍ବାରା ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ରକ୍ଷା ବନ୍ଧନ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥାଏ ।

ପରେ ବଡ଼ ଠାକୁରଙ୍କ ବାଡ଼ରେ ମଙ୍ଗଳାର୍ପଣ ହେବ । ଦକ୍ଷିଣ ଘର ଭୋଗ ହେବ । ଝୁଲଣ ଠାକୁରଙ୍କ ଠାରୁ ଆଜ୍ଞା ମାଳ ପାଇ ବିଜେ କରିବେ। ପରେ ସୁଦର୍ଶନ ମହାପ୍ରଭୁ ଆଜ୍ଞାମାଳ ପ୍ରାପ୍ତ ହୋଇ ବିଜେ କରିବେ । ସୁଦର୍ଶନ ମହାପ୍ରଭୁଙ୍କ ଚଉଦଳ ବିଜେ କରିବେ । ଏହାକୁ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରାଯିବ । ସେଠାରେ ବଳଭଦ୍ରଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥାଏ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବBody:ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର। ହଜାର ହଜାର ଶ୍ରଦ୍ଧାଳୁ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଶ୍ରୀଜୀଉ ଙ୍କ ଭୋଗ ମଣ୍ଡପ ପରେ ତିନି ବାଡ଼ରେ ଯାତ୍ରାଙ୍ଗି ମହାସ୍ନାନ, ପରେ ମଇଲମ , ଘଣ୍ଟ, ଛତା , ସର୍ବାଙ୍ଗ , ଛ ମୂର୍ତି ଅଳଙ୍କାର ଲାଗି ହୋଇ ମା ସୁଭଦ୍ରାଙ୍କ ଦ୍ୱାରା ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ରାଖି ବନ୍ଧନ କାର୍ଯ୍ୟ ଅନୁଷ୍ଠିତ ହୋଇ ଥାଏ। ପରେ ମଧ୍ୟାନ ଧୂପ ନୀତି ଅନୁଷ୍ଠିତ ହୋଇ ଥାଏ। ପରେ ବଡ଼ ଠାକୁର ଙ୍କ ବାଡ଼ ରେ ମଙ୍ଗଳାର୍ପଣ ହେବ। ଦକ୍ଷିଣ ଘର ଭୋଗ ହେବ। ଝୁଲଣ ଠାକୁର ଙ୍କ ଠାରୁ ଆଜ୍ଞା ମାଳ ପାଇ ବିଜେ କରିବେ। ପରେ ସୁଦର୍ଶନ ମହାପ୍ରଭୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ବିଜେ କରିବେ। ସୁଦର୍ଶନ ମହାପ୍ରଭୁ ଙ୍କ ଚଉଦଳ ବିଜେ କରିବେ। ଏହାକୁ ମାର୍କଣ୍ଡ ପୁଷ୍କରିଣୀ କୁ ବିଜେ କରାଯିବ। ସେଠାରେ ବଳଭଦ୍ର ଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥାଏ।

ବାଇଟ, ମୁକ୍ତିକାନ୍ତ ପ୍ରତିହାରୀ , ବରିଷ୍ଠ ସେବୟତConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.