ETV Bharat / state

ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

author img

By

Published : Jan 19, 2020, 7:52 AM IST

Updated : Jan 19, 2020, 9:16 AM IST

ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ସକାଳ 7ଟାରୁ ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ 12 ଟା ପଯ୍ୟନ୍ତ ଚାଲିବ।

dolphin calculation start
ଚିଲିକାରେ ଡଲଫିନ ଗଣନା ଆରମ୍ଭ

ବ୍ରହ୍ମଗିରି: ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ, ସାତପଡା ବନବିଭାଗ, ବନ୍ୟଜନ୍ତୁ ବିଭାଗ, ପରିବେଶବିତ୍‌, ସମାଜସେବୀ ଓ ସାତପଡା ଡଙ୍ଗା ଚାଳକ ସଂଘ ନିୟୋଜିତ ଅଛନ୍ତି।

ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

ଏଥିଲାଗି ସାତପଡା ଅଞ୍ଚଳରୁ 7 ଟି ଟିମ ଗଠନ କରାଯାଇଛି । ଯେଉଁଥିରେ 47 ଜଣ ସଦସ୍ୟ ଅଛନ୍ତି। ଏହି କାର୍ଯ୍ୟ ସକାଳ 7ଟାରୁ ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ 12 ଟା ପଯ୍ୟନ୍ତ ଚାଲିବ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ।Body:ରବିବାର ସକାଳୁ ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ,ସାତପଡ଼ା ବନବିଭାଗ,ବନ୍ୟଜନ୍ତୁ ବିଭାଗ,ପରିବେଶ ବିତ,ସମାଜସେବୀ ଓ ସାତପଡ଼ା ଡ଼ଙ୍ଗା ଚାଳକ ସଂଘ ନିୟୋଜିତ ଅଛନ୍ତି।ସାତପଡ଼ା ଅଞ୍ଚଳ ରୁ 7 ଟି ଟିମ ଗଠନ କରାଯାଇ ଏଥିରେ 47 ଜଣ ସଦସ୍ୟ ଅଛନ୍ତି।ଏହି କାଯ୍ୟ ସକାଳ 7ଟାରୁ ମଧ୍ୟାନ 12 ଟା ପଯ୍ୟନ୍ତ ଚଳିବ।Conclusion:
Last Updated : Jan 19, 2020, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.