ETV Bharat / state

4 ମାସର ଭତ୍ତା ଟଙ୍କା ଓ ରାସନ ସାମଗ୍ରୀ ଆଗୁଆ ବାଣ୍ଟିବ ବ୍ରହ୍ମଗିରି ପ୍ରଶାସନ

author img

By

Published : Mar 20, 2020, 4:12 PM IST

କୋରୋନା ସଚେତନତା ନେଇ ବୈଠକ ଅନୁଷ୍ଠିତ । ଆଗାମୀ 4 ମାସର ଭତ୍ତା ଟଙ୍କା, ରାସନ ସାମଗ୍ରୀ ଓ ଅଙ୍ଗନବାଡି ଖାଦ୍ୟ ଯୋଗାଇ ଦିଆଯିବା ନେଇ କହିଲେ ବିଡ଼ିଓ । ଅଧିକ ପଢନ୍ତୁ....

corona awarness programme
କୋରୋନା ସଚେତନତା ବୈଠକ

ବ୍ରହ୍ମଗିରି: କୋରୋନା ସଚେତନତା ନେଇ ଶୁକ୍ରବାର ବ୍ରହ୍ମଗିରି ବ୍ଲକର ସଭାଗୃହରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଉଯାଇଛି । ଏଥିରେ ବ୍ଲକର ସମସ୍ତ ଲୋକପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ବ୍ଲକ ବିଡ଼ିଓ ଓ ମେଡିକାଲ ଅଫିସର ଉପସ୍ଥିତ ସଭ୍ୟ ମାନଙ୍କୁ ଏହି ମହାମାରୀ ଭୁତାଣୁ ଠାରୁ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେ ନେଇ ବୁଝାଇ କହିଥିଲେ ।

କୋରୋନା ସଚେତନତା ବୈଠକ

ଆଗାମୀ 4 ମାସର ଭତ୍ତା ଟଙ୍କା, ରାସନ ସାମଗ୍ରୀ ଓ ଅଙ୍ଗନବାଡି ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଥିଲେ । ବ୍ଲକର ବିଭିନ୍ନ ସ୍ଥାନରେ 29 ଟି ଅସ୍ଥାୟୀ ଡାକ୍ତରୀ କ୍ୟାମ୍ପ କରାଯାଇ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ ବୋଲି ସ୍ଥିର କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.