ETV Bharat / state

ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼ - chandrabhaga see beach crowd for samaba dasami

ପବିତ୍ର ଶାମ୍ଵ ଦଶମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ପରିବାରର ମଙ୍ଗଳ କାମନା କରି ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ଭକ୍ତଗଣ ।

ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼
ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼
author img

By

Published : Jan 5, 2020, 2:44 PM IST

ପୁରୀ: ଆଜି ହେଉଛି ପବିତ୍ର ଶାମ୍ଵ ଦଶମୀ । ଏଥିପାଇଁ ଚଳଚଞ୍ଚଳ କୋଣାର୍କ ଚନ୍ଦ୍ରଭାଗା ପୀଠ । ହଜାର ହଜାର ଶ୍ରଦ୍ଧାଳୁ ପରିବାରର ମଙ୍ଗଳ କାମନା କରି ଏକାଠି ହୋଇଥିଲେ ଚନ୍ଦ୍ରଭାଗାରେ। ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳ କାମନା କରିଥିଲେ ।

ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଏହାପରେ ଅନନ୍ତ ଅବଦୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା । ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ଵ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୃଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ଵାସରେ ଶ୍ରଦ୍ଧାଳୁମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିବାର ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶାମ୍ବ ଦଶମୀ Body:- ଆଜି ହେଉଛି ପବିତ୍ର ଶାମ୍ଵ ଦଶମୀ । ଏଥିପାଇଁ ଚଳଚଂଚଳ କୋଣାର୍କ ଚନ୍ଦ୍ରଭାଗା ପୀଠ ।ହଜାର ହଜାର ଶ୍ରଦ୍ଧାଳୁ ପରିବାରର ମଙ୍ଗଳକାମନାକରି ଏକାଠି ହୋଇଥିଲେ ଚନ୍ଦ୍ରଭାଗା ରେ । ଶ୍ରଦ୍ଧାଳୁ ମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳାକାମନା କରିଥିଲେ ।ଏହାପରେ ଅନନ୍ତ ଅବଦୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା ।ପୈାରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ଵ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୃଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ଵାସ ରେ ଶ୍ରଦ୍ଧାଳୁ ମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିବାର ଦେଖିବାକୁ ମିଳିଥିଲାା

ବାଇଟ,, ଶ୍ରଦ୍ଧାଳୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.