ETV Bharat / state

ଚଳଚଞ୍ଚଳ ରଥଖଳା, ଚାଲିଛି ଜୋରସୋରରେ କାମ

ଚଳଚଞ୍ଚଳ ରଥଖଳା । ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ହେବେ ମହାବାହୁ । ଜ୍ୱରରୁ ଭଲ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଯିବେ କାଳିଆ ଠାକୁର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Jun 17, 2019, 7:57 PM IST

ପୁରୀ: ଚଳଚଞ୍ଚଳ ରଥ ଖଳା । ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ହେବେ ମହାବାହୁ । ଜ୍ୱରରୁ ଭଲ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଯିବେ କାଳିଆ ଠାକୁର । ତେବେ ଠାକୁରଙ୍କ ରଥ କାମ ଏବେ ଜୋରସୋରରେ ଆଗେଇ ଚାଲିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ତିନି ରଥରେ ଲାଗିଛି ଚାରି ନାହାକ । ଘୋଷଯାତ୍ରା ପାଇଁ ବିଧି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥରେ ଚାରି ନାହାକା ଲଗାଯାଇଛି । ସେହିପରି ଗୟଳ କାର୍ଯ୍ୟ ଚାଲିଛି । ଏହା ପରେ ପୋଟଳ , ଭୂଇଁ , ପାରା ଭାଡ଼ି ଆଦି ପ୍ରମୁଖ ତିନି ରଥର କାର୍ଯ୍ୟ ଆରମ୍ଭ ହେବ । ସେ ନେଇ ବିଶ୍ୱ କର୍ମା ମହାରଣା ମାନେ ପ୍ରସ୍ତୁତ ହୋଇ ଗଲେଣି ।

ସେହିପରି ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଓ କମାର ସେବକ ମାନେ ଲୁହା କାର୍ଯ୍ୟ ଚାଲୁ ରଖିଛନ୍ତି। ତେବେ ରଥଖଳାର ପୁରା ଚିତ୍ର କିଭଳି ରହିଛି ସେ ବିଷୟରେ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା...

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ପୁରୀ: ଚଳଚଞ୍ଚଳ ରଥ ଖଳା । ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ହେବେ ମହାବାହୁ । ଜ୍ୱରରୁ ଭଲ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଯିବେ କାଳିଆ ଠାକୁର । ତେବେ ଠାକୁରଙ୍କ ରଥ କାମ ଏବେ ଜୋରସୋରରେ ଆଗେଇ ଚାଲିଛି ।

ତିନି ରଥରେ ଲାଗିଛି ଚାରି ନାହାକ । ଘୋଷଯାତ୍ରା ପାଇଁ ବିଧି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥରେ ଚାରି ନାହାକା ଲଗାଯାଇଛି । ସେହିପରି ଗୟଳ କାର୍ଯ୍ୟ ଚାଲିଛି । ଏହା ପରେ ପୋଟଳ , ଭୂଇଁ , ପାରା ଭାଡ଼ି ଆଦି ପ୍ରମୁଖ ତିନି ରଥର କାର୍ଯ୍ୟ ଆରମ୍ଭ ହେବ । ସେ ନେଇ ବିଶ୍ୱ କର୍ମା ମହାରଣା ମାନେ ପ୍ରସ୍ତୁତ ହୋଇ ଗଲେଣି ।

ସେହିପରି ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଓ କମାର ସେବକ ମାନେ ଲୁହା କାର୍ଯ୍ୟ ଚାଲୁ ରଖିଛନ୍ତି। ତେବେ ରଥଖଳାର ପୁରା ଚିତ୍ର କିଭଳି ରହିଛି  ସେ ବିଷୟରେ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା...

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.