ପୁରୀ: ପୁରୀ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ 19 ତାରିଖ ରାତି 8 ଟାରୁ 21 ତାରିଖ ରାତି 8 ଯାଏଁ ପୁରୀ ସହରରେ କର୍ଫ୍ୟୁ ଲଗାଯାଇଛି । ତେବେ JEE ମେନ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ ବାହୁଡା କର୍ଫ୍ୟୁ କୋହଳ କରାଯାଇଛି।
-
Bahuda curfew Update:
— PuriOfficial (@Puri_Official) July 19, 2021 " class="align-text-top noRightClick twitterSection" data="
Students appearing for JEE main examination at Moto polytechnic tomorrow can show their admit card to authorities at check gates and have a hassle free movement
">Bahuda curfew Update:
— PuriOfficial (@Puri_Official) July 19, 2021
Students appearing for JEE main examination at Moto polytechnic tomorrow can show their admit card to authorities at check gates and have a hassle free movementBahuda curfew Update:
— PuriOfficial (@Puri_Official) July 19, 2021
Students appearing for JEE main examination at Moto polytechnic tomorrow can show their admit card to authorities at check gates and have a hassle free movement
ପରୀକ୍ଷାର୍ଥୀ ନିଜ ଆଡମିଟ କାର୍ଡ ଦେଖାଇ ସବୁ ଚେକଗେଟ୍ ଦେଇ ଯାଇ ପାରିବେ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଅନୁମତି ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ