ETV Bharat / state

ଟ୍ରକ ଓଲଟି ଡ୍ରାଇଭର ମୃତ

ନୂଆପଡାର କୁରୁମପୁରୀ ଗାଁ ଠାରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରର ମୃତ୍ୟୁ। ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାୟପୁରୁରୁ ବଲାଙ୍ଗୀର ଅଭିମୁଖେ ଆସୁଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Aug 7, 2019, 1:54 PM IST

ନୂଆପଡା: ଜିଲ୍ଲା ଦେଇ ଯାଇଥିବା 353 ନମ୍ବର ଜାତୀୟ ରାଜପଥର କୁରୁମପୁରୀ ଗାଁଠାରେ ଏକ ସଡକ ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଟ୍ରକ ଡ୍ରାଇଭର ବୋଲି ଜଣାପଡିଛି ।

ବୁଧବାର ସକାଳ 8ଟା ସମୟରେ ଛତିଶଗଡ଼ ରାୟପୁରଠାରୁ ଏକ ମାଲ ବୋଝେଇ ଟ୍ରକ ବଲାଙ୍ଗୀରର କଣ୍ଟାବାଞ୍ଝି ଅଭିମୁଖେ ଯାଉଥିଲା । ଟ୍ରକ ଦ୍ରୁତ ଗତିରେ ଥିବା କାରଣରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଟ୍ରକଟି ଓଲଟି ପଡିବାରୁ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଖବର ପାଇ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି । ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା 353 ଜାତୀୟ ରାଜପଥ କୁରୁମପୁରୀ ଗାଁ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତ ମୃତକ ଟ୍ରକ ଡ୍ରାଇଭର ବୋଲି ଜଣାପଡିଛି । ପ୍ରାକ୍ତ ଶୁଚନାମତେ ଆଜି ସକାଳ 8 ଘଣ୍ଟା ସମୟରେ ଛତିଶଗଡ଼ ରାୟପୁର ଠାରୁ ଏକ ମାଲବୋଝେଇ ଟ୍ରକ ଓଡିଶା ବଲାଙ୍ଗୀର ଜ଼ୀଲ୍ଲା କଣ୍ଟାବାଞ୍ଜି ଅଭିମୁଖେ ଯାଉଥିଲା । ଟ୍ରକ ଧୃତ ଗତିରେ ଥିବାକାରଣରୁ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କାଦେଇଥିଲା ଫଳରେ ଟ୍ରକ ଓଲଟିପଡିବାରୁ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହେଲେ ପ୍ରାଥମିକ ତଦନ୍ତରେ ମୃତ ଡ୍ରାଇଭର ଙ୍କ ପରିଚୟ ମିଳିପାରି ନାହିଁ ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.